ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ସାଇନ୍ ଏ ଡାଏ ଘୋଷଣା

କଟକ: ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡିଛି। ନିର୍ବାଚନ ଫଳାଫଳକୁ ନେଇ ଗତ ରାତିରେ ଗଣ୍ଡଗୋଳ ଘଟିବାରୁ ବିଶ୍ୱବିଦ୍ୟାଳୟକୁ ସାଇନ୍ ଏ ଡାଏ ଘୋଷଣା କରାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ବିଜୟୀ ଛାତ୍ରଗୋଷ୍ଠୀଙ୍କ ଶୋଭାଯାତ୍ରା ସମୟରେ ଅପରଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜୁଥିଲା। କ୍ରମେ ଏହା ଉଗ୍ର ରୂପ ଧାରଣ କରିବା ସହ ବେଶ୍ କିଛି ସମୟ ପାଇଁ କଲେଜ ଛକ […]

ctc

ctc

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 03:36 AM IST

Sports

Latest News

କଟକ: ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡିଛି। ନିର୍ବାଚନ ଫଳାଫଳକୁ ନେଇ ଗତ ରାତିରେ ଗଣ୍ଡଗୋଳ ଘଟିବାରୁ ବିଶ୍ୱବିଦ୍ୟାଳୟକୁ ସାଇନ୍ ଏ ଡାଏ ଘୋଷଣା କରାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତକାଲି ବିଜୟୀ ଛାତ୍ରଗୋଷ୍ଠୀଙ୍କ ଶୋଭାଯାତ୍ରା ସମୟରେ ଅପରଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜୁଥିଲା। କ୍ରମେ ଏହା ଉଗ୍ର ରୂପ ଧାରଣ କରିବା ସହ ବେଶ୍ କିଛି ସମୟ ପାଇଁ କଲେଜ ଛକ ଓ ରେଭେନ୍ସା କ୍ୟାମ୍ପସ୍ ରଣକ୍ଷେତ୍ର ପାଲଟି ଯାଇଥିଲା । ଗଣ୍ଡଗୋଳରେ ଉଭୟ ପକ୍ଷର କିଛି ଛାତ୍ର ଆହତ ବି ହୋଇଥିଲେ।
କଟକ ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧୀକାରୀମାନେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ। ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଆସି ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ।
ଛାତ୍ରମାନଙ୍କୁ ଆଜି ଭୋର ୫ଟା ସୁଦ୍ଧା ଏବଂ ଛାତ୍ରୀମାନଙ୍କୁ ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହିତ ଆଜି କଲେଜରେ ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସାଇନ୍ ଏ ଡାଏ ଉଠିବା ପରେ ବିଜୟୀ ଛାତ୍ରଛାତ୍ରୀ ଶପଥ ନେବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜ୍ ବନ୍ଦ ଘୋଷଣା ପରେ ଗତ ରାତିରେ ହିଁ କିଛି ପିଲା ହଷ୍ଟେଲ ଛାଡ଼ିଥିବା ଦେଖିବାକୁ ମିଳିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପରିସରରେ ୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story