ସର୍ଦ୍ଦାର ରାଜାସ୍ ମେଡିକାଲ ମାମଲା: ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ନାମଲେଖା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହେବ। ଗତକାଲି ହୋଇଥିବା ଶୁଣାଣିରେ ଏମସିଆଇ ପ୍ରସ୍ତାବରେ ସରକାର କାହିଁକି ଅରାଜି ଏନେଇ ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହି କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ଦ୍ଦାର ରାଜାସ୍ ମେଡିକାଲର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଥଇଥାନ ପାଇଁ ଏମସିଆଇ ଦେଇଥିବା ପ୍ରସ୍ତାବରେ  ରାଜ୍ୟ ସରକାର  ଅରାଜି ହୋଇଥିଲେ। ଏହାକୁ ନେଇ ମାମଲା ହାଇକୋର୍ଟଙ୍କ ବିଚାରଧୀନ ରହିଛି।

kalahandi

kalahandi

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 03:30 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story