ଶୀତଳଷଷ୍ଠୀ: ବାଲୁଙ୍କେଶ୍ୱର ମନ୍ଦିରରୁ ବାହାରିଲା କନ୍ୟା ଅନ୍ୱଷଣ ଶୋଭାଯାତ୍ରା

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ଉଠିଛି ସମ୍ବଲପୁର। ଆଜି ବିଳମ୍ବିତ ରାତିରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ବା ପତରପେଣ୍ଡି ପର୍ବ। ଏଥିପାଇଁ ବାହାରିଛି ବାଲୁଙ୍କେଶ୍ୱରଙ୍କ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ବାଲୁଙ୍କେଶ୍ୱର ମନ୍ଦିରରୁ ସପ୍ତଋଷି ପଣ୍ଡିତ ମଣ୍ଡଳିଙ୍କ ସହ ବରପକ୍ଷ ଲୋକେ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଛନ୍ତି। ପାର୍ବତୀଙ୍କ ପିତାମାତା ସାଜିଥିବା ଦମ୍ପତ୍ତିଙ୍କ ଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିବେ। […]

smb

smb

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 11:13 PM IST

Sports

Latest News

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ଉଠିଛି ସମ୍ବଲପୁର। ଆଜି ବିଳମ୍ବିତ ରାତିରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ବା ପତରପେଣ୍ଡି ପର୍ବ। ଏଥିପାଇଁ ବାହାରିଛି ବାଲୁଙ୍କେଶ୍ୱରଙ୍କ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା।

ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ବାଲୁଙ୍କେଶ୍ୱର ମନ୍ଦିରରୁ ସପ୍ତଋଷି ପଣ୍ଡିତ ମଣ୍ଡଳିଙ୍କ ସହ ବରପକ୍ଷ ଲୋକେ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଛନ୍ତି। ପାର୍ବତୀଙ୍କ ପିତାମାତା ସାଜିଥିବା ଦମ୍ପତ୍ତିଙ୍କ ଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିବେ। ଶେଷରେ ବରପିତା କନ୍ୟାପିତାଙ୍କୁ ରାଜି କରାଇବା ସହ ସର୍ଗୀପତ୍ର ଦେଇ ନିର୍ବନ୍ଧ ପକ୍କା କରାଇବେ। ନିର୍ବନ୍ଧ ପରେ ଆସନ୍ତାକାଲି ହେବ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ।  ୨୯ ତାରିଖରେ ପାରମ୍ପରିକ ରୀତିରେ ବିବାହ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story