ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟ ଠାବ, ବିବାଦୀୟ ଯୁବତୀଙ୍କ ଏତଲାର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟକୁ କ୍ରାମଇବ୍ରାଞ୍ଚ ଟିମ ଠାବ କରିଛି । ଏଥିରେ ୧୭ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି । ପୂର୍ବରୁ ମିଳିଥିବା ୨୩ଟି କାଉଣ୍ଟରେ ୨ କୋଟି ୫୫ ଲକ୍ଷ ଟଙ୍କା ଜମା ଥିଲା । ଅନ୍ୟପଟେ ଗତକାଲି ବିବାଦୀୟ ଯୁବତୀ ଦେଇଥିବା ଏତଲାର ତଦନ୍ତ ଆରମ୍ଭ ହୋଇଛି । ଯୁବତୀଙ୍କ ଫୋନ କଲର ଯାଞ୍ଚ କରାଯାଉଛି। ଏହାସହ ଯୁବତୀଙ୍କ ଆଶ୍ରମ ଲିଙ୍କ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି । ପୂର୍ବରୁ ଯୁବତୀ […]

jubati

jubati

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 02:00 PM IST

Sports

Latest News

ଭୁବନେଶ୍ୱର: ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟକୁ କ୍ରାମଇବ୍ରାଞ୍ଚ ଟିମ ଠାବ କରିଛି । ଏଥିରେ ୧୭ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି । ପୂର୍ବରୁ ମିଳିଥିବା ୨୩ଟି କାଉଣ୍ଟରେ ୨ କୋଟି ୫୫ ଲକ୍ଷ ଟଙ୍କା ଜମା ଥିଲା । ଅନ୍ୟପଟେ ଗତକାଲି ବିବାଦୀୟ ଯୁବତୀ ଦେଇଥିବା ଏତଲାର ତଦନ୍ତ ଆରମ୍ଭ ହୋଇଛି । ଯୁବତୀଙ୍କ ଫୋନ କଲର ଯାଞ୍ଚ କରାଯାଉଛି। ଏହାସହ ଯୁବତୀଙ୍କ ଆଶ୍ରମ ଲିଙ୍କ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି । ପୂର୍ବରୁ ଯୁବତୀ ଜଣକ ମଙ୍ଗଳାବାଗ ଥାନାରେ ଦେଇଥିବା ପ୍ରଥମ ଏତଲାରେ ସାରଥିଙ୍କୁ କ୍ଲିନଚିଟ ଦେବା ସହ ତାଙ୍କ ଉପରେ ଚାପ ପକାଇଥିବା ନେଇ ୪ ଜଣଙ୍କ ନାଁରେ ଅଭିଯୋଗ ଆଣିଥିଲେ । ମାତ୍ର ଗତକାଲି ସେ ୟୁ-ଟର୍ଣ୍ଣ ନେବା ସହ ମୁହଁ ନ ଖୋଲିବା ଲାଗି ତାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଲୋଭନ ଦିଆଯାଇଥିବା ଦର୍ଶାଇ କ୍ରାଇମବ୍ରାଞ୍ଚରେ ମାମଲା ଦାୟର କରିଥିଲେ । ଏହାକୁ ନେଇ ସାରଥିଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିବାଦୀୟ ଯୁବତୀ ବୟାନ ବଦଳାଇ ଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇପାରେ ।

ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଯାଞ୍ଚ ପାଇଁ ଆସନ୍ତାକାଲି ସେଠାକୁ କ୍ରାଇମବ୍ରାଞ୍ଚ ଟିମ୍ ଯିବ ।  ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ । ଏହାଛଡ଼ା ସାରଥି ସେଠାରୁ ଅନ୍ୟ କେଉଁ ଆଡେ ଯାଇଥିଲେ ସେ ନେଇ ମଧ୍ୟ ଖୋଳତାଡ଼ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଇଣ୍ଡିଗୋ ଫ୍ଲାଇଟରେ ହାଇଦ୍ରାବାଦ ଯିବା ପାଇଁ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକଟ୍ ମଧ୍ୟ ପଦାକୁ ଆସିଥିଲା। ଏ ସମ୍ପର୍କରେ ଟ୍ରାଭେଲ ଏଜେଣ୍ଟକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story