ସିସୋର ଚିଟ୍‌ଫଣ୍ଡ୍ ମାମଲା: ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କୁ ସିବିଆଇର ସମନ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ବରିଷ୍ଠ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ସମନ ଜାରି କରାଯାଇଛି। ଦୁଇ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି। ଏହାକୁ ନେଇ ପୁଣି ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ସିସୋର ଟିଚ୍‌ଫଣ୍ଡ ଲିଙ୍କ୍‌ ଅଭିଯୋଗରେ ୨୦୧୪ ନଭେମ୍ୱରରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ […]

ravindra

ravindra

Rakesh Mallick
  • Published: Saturday, 26 November 2016
  • Updated: 02 December 2016, 03:08 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ବରିଷ୍ଠ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ସମନ ଜାରି କରାଯାଇଛି। ଦୁଇ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି। ଏହାକୁ ନେଇ ପୁଣି ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

ସିସୋର ଟିଚ୍‌ଫଣ୍ଡ ଲିଙ୍କ୍‌ ଅଭିଯୋଗରେ ୨୦୧୪ ନଭେମ୍ୱରରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କୁ ବିସିଆଇ ଜେରା କରିଥିଲା।  ସେହିପରି ୨୦୧୫ ଜାନୁଆରୀରେ ବାଲେଶ୍ୱର ସାଂସଦ ରବୀନ୍ଦ୍ରଙ୍କୁ ସିବିଆଇ ମାରାଥନ୍‌ ଜେରା କରିଥିଲା।

ଏବେ ପୁଣି ସେମାନଙ୍କୁ ସମନ ହୋଇଛି। ଦୁଇ ଦିନ ମଧ୍ୟରେ ହାଜର ହେବାକୁ ଲକ୍ଷ୍ମୀବିଳାସିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରବୀନ୍ଦ୍ରଙ୍କୁ ସମନ୍‌ କରାଯାଇଥିଲା। ମାତ୍ର ସେ ହାଜର ହୋଇନଥିଲେ। ତାଙ୍କ ସ୍ଥାନରେ ତାଙ୍କ ପ୍ରତିନିଧି ହାଜର ହୋଇଥିଲେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହାଙ୍କ ଭୁବନେଶ୍ୱର ଗସ୍ତ ପରେ ସିବିଆର ନୋଟିସ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ସିବିଆଇ କିଛି ତଥ୍ୟ ନପାଇବା ପର୍ଯ୍ୟନ୍ତ କାହାକୁ ସମନ କରିବ ନାହିଁ। ଯେତେବେଳେ ତଥ୍ୟ ପାଇଛନ୍ତି ସେତେବେଳେ ଡାକିଛନ୍ତି।  ଏଥିରେ ବିଜେପିର କିଛି କହିବାର ନାହିଁ।”

ବିଜେଡି ମୁଖପାତ୍ର ଅମରପ୍ରସାଦ ଶତପଥୀ କହିଛନ୍ତି,“ତଦନ୍ତ କରାଯାଉ। ତଦନ୍ତର ଦିଗ ଗୁଡ଼ିକ ସୀମା ଭିତରେ ରହୁ। କିନ୍ତୁ ତଦନ୍ତକୁ ରାଜନୈତିକ ବିବାଦ ବା ଆକ୍ରୋଶ ଭିତରକୁ ଟଣାନଯାଉ।”

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ସିବିଆଇ ଯେଉଁ ଢ଼ଙ୍ଗରେ ଅନୁସନ୍ଧାନ କରିବା କଥା ତାହା କରୁନି। ଯେତିକି ଗୁରୁତ୍ୱ ସହ ଅନୁସନ୍ଧାନର ଆବଶ୍ୟକତା ରହିଛି ସେତିକି ଗୁରୁତ୍ୱ ଦିଆଯାଉନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story