ଶିଳ୍ପପତି ତ୍ରୈଲୋଚନ ମିଶ୍ର ଓ ପୁଅ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ବୋହୂ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ପୂର୍ବରୁ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଯୌତୁକ ନର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଏ ନେଇ ଲୋପାମୁଦ୍ରା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଲୋପାମୁଦ୍ରା ଅଭିଯୋଗ କରିଛନ୍ତି, “୨୦୦୬ରେ ବିବାହ କରିବା ପରଠାରୁ ସ୍ୱାମୀ ସବ୍ୟସାଚୀ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା […]

lopamudra

lopamudra

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 07:55 PM IST

Sports

Latest News

lopamudraଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ବୋହୂ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ପୂର୍ବରୁ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଯୌତୁକ ନର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଏ ନେଇ ଲୋପାମୁଦ୍ରା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।

ଲୋପାମୁଦ୍ରା ଅଭିଯୋଗ କରିଛନ୍ତି, “୨୦୦୬ରେ ବିବାହ କରିବା ପରଠାରୁ ସ୍ୱାମୀ ସବ୍ୟସାଚୀ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। କଥା କଥାରେ ମାରଧର କରୁଛନ୍ତି। ମୋ କଥା ଛାଡ଼ନ୍ତୁ ପିଲା କଥା ମଧ୍ୟ ବୁଝୁ ନାହାନ୍ତି। ଏଥିରେ ଶ୍ୱଶୁର ଓ ଶାଶୁ ତାଙ୍କୁ ସମର୍ଥନ କରୁଛନ୍ତି। ବିବାହ ପୂର୍ବରୁ ଓ ପରେ ତାଙ୍କର ଏକାଧିକ ମହିଳାଙ୍କ ସହ ସମ୍ପର୍କ ରହିଛି।”

ସେ ଅଭିଯୋଗରେ ଦର୍ଶାଇଛନ୍ତି, “ଗତ ଏପ୍ରିଲରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲି। ଆଉ ମାଡ଼ଧର କରିବେନି ଓ ପତ୍ନୀର ମର୍ଯ୍ୟାଦା ଦେବେ ବୋଲି କହି ମୋତେ ଘରକୁ ନେଲେ। ହେଲେ ପୁଣି ପୂର୍ବପରି ମାରଧର କଲେ ଓ ଜୀବନରୁ ମାରି ଦେବାକୁ ଧମକ ଦେଲେ। ମୁଁ ଡରିଯାଇ ଏବେ ଦଦେଇଙ୍କ ଘରେ ଆସି ରହୁଛି।”

ଲୋପାମୁଦ୍ରା କହିଛନ୍ତି, “ବିବାହ ପ୍ରଥମ ଦିନରୁ ସେ ମୋତେ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ହନିମୁନ୍‌ରେ ପୋର୍ଟ ବ୍ଲେୟାର ଯାଇଥିଲୁ। ସେଠାରେ ସେ ବିଦେଶୀଙ୍କ ସହ ପତ୍ନୀ ଅଦଳ ବଦଳ କରିବାକୁ କହିଥିଲେ। ଏଥିରେ ମୁଁ ରାଜି ନ ହେବାରୁ ମୋତେ ବହୁତ ମାରିଥିଲେ। ହୋଟେଲ ବୟଙ୍କ ସହାୟତାରେ ସେଠାରୁ ବହୁ କଷ୍ଟରେ ଫେରିଥିଲି। ଆମେ ୧୦ ଦିନ ପାଇଁ ଯାଇଥିଲୁ, ହେଲେ ୩ ଦିନରେ ଫେରି ଆସିଲୁ। ନିର୍ଯାତନା ସହି ନ ପାରି ମୁଁ ବାପଘରକୁ ପଳାଇଲେ ଶ୍ୱଶୁର ଯାଇ ବୁଝାଶୁଝା କରି ମୋତେ ଆଣନ୍ତି। ଦୁଇତିନି ଦିନ ଠିକରେ ଚାଲିବା ପରେ ସେ ପୁଣି ମାରିବା ଆରମ୍ଭ କରିଦିଅନ୍ତି। ଏସବୁ ଶାଶୁ, ଶ୍ୱଶୁର ଦେଖୁଥିଲେ ମଧ୍ୟ କେବେ କିଛି କହି ନ ଥାନ୍ତି।

ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ଏ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ଆୟୋଗ ଏହାର ତଦନ୍ତ କରୁଛନ୍ତି। ଆମ ଉପରେ କୌଣସି ଚାପ ନାହିଁ। ଆଗକୁ ଯାହା ପ୍ରମାଣ ମିଳିବ ତାକୁ ନେଇ ତଦନ୍ତ ପ୍ରକ୍ରିୟା ଆଗେଇବ।”

ତେବେ ଅଭିଯୋଗ ନେଇ ତୈଲୋଚନ ମିଶ୍ର କିମ୍ବା ସବ୍ୟସାଚୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story