ରାଜ୍ୟରୁ ଛୋଟ ସହରକୁ ଉଡିବ ବିମାନ

ଭୁବନେଶ୍ୱର: ଓଡ଼ିଶାରୁ ଛୋଟଛୋଟ ସହରକୁ ଏଣିକ ଉଡିବ ଯାତ୍ରୀବାହୀ ବିମାନ। ଏନେଇ ବିମାନସେବା ପ୍ରଦାନକାରୀ କମ୍ପାନୀମାନଙ୍କ ସହିତ ଆଲୋଚନା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କେନ୍ଦ୍ର ସରକାରଙ୍କ ଉଡାନ୍‌ ଯୋଜନାରେ ଏୟାର ଓଡ଼ିଶା ଓ ଡେକାନକୁ ଏହି ଅନୁମତି ମିଳିଛି। ଏୟାର ଓଡ଼ିଶା ଭୁବନେଶ୍ୱରରୁ ରାୟପୁର, ଉତ୍‌କେଲା, ଜୟପୁର, ଝାରସୁଗୁଡ଼ା, ରାଞ୍ଚି, ରାଉରକେଲାକୁ ବିମାନ ସେବା ପ୍ରଦାନ କରିବ। ସେହିପରି ଡେକାନ୍‌ ରାଉରକେଲାର ସେଲକୁ ବିମାନ ସେବା ଯୋଗାଇବ। ୨୦ଟି ସିଟ୍‌ ଥିବା ବିମାନ ଚାଲିବାକୁ […]

Deccan_Shuttles

Deccan_Shuttles

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 10:55 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରୁ ଛୋଟଛୋଟ ସହରକୁ ଏଣିକ ଉଡିବ ଯାତ୍ରୀବାହୀ ବିମାନ। ଏନେଇ ବିମାନସେବା ପ୍ରଦାନକାରୀ କମ୍ପାନୀମାନଙ୍କ ସହିତ ଆଲୋଚନା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କେନ୍ଦ୍ର ସରକାରଙ୍କ ଉଡାନ୍‌ ଯୋଜନାରେ ଏୟାର ଓଡ଼ିଶା ଓ ଡେକାନକୁ ଏହି ଅନୁମତି ମିଳିଛି।

ଏୟାର ଓଡ଼ିଶା ଭୁବନେଶ୍ୱରରୁ ରାୟପୁର, ଉତ୍‌କେଲା, ଜୟପୁର, ଝାରସୁଗୁଡ଼ା, ରାଞ୍ଚି, ରାଉରକେଲାକୁ ବିମାନ ସେବା ପ୍ରଦାନ କରିବ। ସେହିପରି ଡେକାନ୍‌ ରାଉରକେଲାର ସେଲକୁ ବିମାନ ସେବା ଯୋଗାଇବ।

୨୦ଟି ସିଟ୍‌ ଥିବା ବିମାନ ଚାଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଯାତ୍ରୀଭଡ଼ା ୨୫,୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story