‘ସୋଲନ୍ ଇଣ୍ଡିଆ’ ଓଡ଼ିଶାରେ ୪୦୦ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ୍ ବସାଇବ

ଭୁବନେଶ୍ୱର:ମୁମ୍ବାଇ ମେକ୍ ଇଡ଼୍ ଇଣ୍ଡିଆ ୱିକ୍‌ ଓଡ଼ିଶା ପାଇଁ ବେଶ୍ ଲାଭପ୍ରଦ ହୋଇଛି। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମଧ୍ୟ ଓଡ଼ିଶା କିଛି ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ସୋଲନ୍ ଇଣ୍ଡିଆ ଓଡ଼ିଶାରେ ୪୦୦ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି। ସେହିଭଳି ପଞ୍ଚଭକ୍‌ତ୍ରା ହୋଲ୍ଡିଂସ୍ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସରେ ବିନିଯୋଗ କରିବ। ଦୀପକ୍ ଫର୍ଟିଲାଇଜର୍ସ ୧୦୦୦ କୋଟି ଓ ଗୀତାଞ୍ଜଳି ଏକ୍ସପୋର୍ଟସ୍ ୧୨୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଦେଇଛି। […]

makeinodisha

makeinodisha

Rakesh Mallick
  • Published: Monday, 15 February 2016
  • Updated: 15 February 2016, 02:10 PM IST

Sports

Latest News

ଭୁବନେଶ୍ୱର:ମୁମ୍ବାଇ ମେକ୍ ଇଡ଼୍ ଇଣ୍ଡିଆ ୱିକ୍‌ ଓଡ଼ିଶା ପାଇଁ ବେଶ୍ ଲାଭପ୍ରଦ ହୋଇଛି। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମଧ୍ୟ ଓଡ଼ିଶା କିଛି ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ସୋଲନ୍ ଇଣ୍ଡିଆ ଓଡ଼ିଶାରେ ୪୦୦ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି। ସେହିଭଳି ପଞ୍ଚଭକ୍‌ତ୍ରା ହୋଲ୍ଡିଂସ୍ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସରେ ବିନିଯୋଗ କରିବ। ଦୀପକ୍ ଫର୍ଟିଲାଇଜର୍ସ ୧୦୦୦ କୋଟି ଓ ଗୀତାଞ୍ଜଳି ଏକ୍ସପୋର୍ଟସ୍ ୧୨୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ପରସିସ୍‌ଟେଣ୍ଟ ସିଷ୍ଟମ୍ସ ଆଇଟି ଓ ଲାଭା ଇଣ୍ଟର ନ୍ୟାସନେଲ୍‌ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ ଲାଗି ଓଡ଼ିଶା ଆସିବେ। ଆଜି ଶିଳ୍ପମନ୍ତ୍ରୀ ଦେବୀ ମିଶ୍ରଙ୍କ ସମେତ ରାଜ୍ୟର ପ୍ରତିନିଧିମାନେ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଦେଶବିଦେଶର ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାରେ ୫୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ବିଭିନ୍ନ କମ୍ପାନୀଙ୍କର ଠାରୁ ପ୍ରସ୍ତାବ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story