RAW ସଂପର୍କରେ ଆପଣ ଏସବୁ କଥା ଜାଣିଛନ୍ତି କି?

ସାଧାରଣତଃ ଆପଣମାନେ ଟିଭି ଓ ଖବରକାଗଜରେ ଆମେରିକାର ଗୁଇନ୍ଦା ସଂସ୍ଥା CII ବିଷୟରେ ଜାଣିଥିବେ। କିନ୍ତୁ ଭାରତରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଗୁଇନ୍ଦା ସଂସ୍ଥା ଅଛି। ତା’ର ନାଁ ହେଉଚି ‘‘RAW’’। ତେବେ ଏହି  ସଂସ୍ଥାର କାମ କ’ଣ, ଲକ୍ଷ ଏବଂ ଉଦ୍ଦେଶ୍ୟ କ’ଣ ଆସନ୍ତୁ ଜାଣିବା ୧. RAWର ଫୁଲ୍‌ଫର୍ମ ହେଉଛି ‘‘ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ’’। ୨. RAWର ଗଠନ ୧୯୬୮ ମସିହା ଡିସେମ୍ବର ୨୧ରେ ହୋଇଥିଲା। ୩. RAW ଭାରତର ଆଇନ୍‌ ସ୍ୱିକୃତୀପ୍ରାପ୍ତ […]

raw

raw

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 03:12 PM IST

Sports

Latest News

ସାଧାରଣତଃ ଆପଣମାନେ ଟିଭି ଓ ଖବରକାଗଜରେ ଆମେରିକାର ଗୁଇନ୍ଦା ସଂସ୍ଥା CII ବିଷୟରେ ଜାଣିଥିବେ। କିନ୍ତୁ ଭାରତରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଗୁଇନ୍ଦା ସଂସ୍ଥା ଅଛି। ତା’ର ନାଁ ହେଉଚି ‘‘RAW’’। ତେବେ ଏହି  ସଂସ୍ଥାର କାମ କ’ଣ, ଲକ୍ଷ ଏବଂ ଉଦ୍ଦେଶ୍ୟ କ’ଣ ଆସନ୍ତୁ ଜାଣିବା

୧. RAWର ଫୁଲ୍‌ଫର୍ମ ହେଉଛି ‘‘ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ’’।

୨. RAWର ଗଠନ ୧୯୬୮ ମସିହା ଡିସେମ୍ବର ୨୧ରେ ହୋଇଥିଲା।

୩. RAW ଭାରତର ଆଇନ୍‌ ସ୍ୱିକୃତୀପ୍ରାପ୍ତ ନୁହେଁ।

୪. RAWର ପ୍ରାରମ୍ଭିକ ବଜେଟ୍‌ ହେଉଛି 2,00,00,000’ଟଙ୍କା।

୫. RAWର ସିଦ୍ଧାନ୍ତ ‘ଧର୍ମ ରକ୍ଷତି ରକ୍ଷତ’।ଏହାର ଅର୍ଥ ଯେଉଁ ବ୍ୟକ୍ତି ଧର୍ମର ରକ୍ଷା କରେ ସେ ହିଁ ସବୁବେଳେ ସୁରକ୍ଷିତ ରହେ।

୬.୧୯୬୫ରେ ଭାରତ ପାକିସ୍ତାନ ଯୁଦ୍ଧପରେ  RAW ଗଠନ ଓ ବିଚାର କରାଯାଇଥିଲା।

୭. RAW ଏଜେନ୍ସି ଏତେ ଗୋପନୀୟତା ବଜାୟ ରଖେ ଯେ କୌଣସି ଖବରକାଗଜ ଏହା ବିଷୟରେ ଭୁଲ ତଥ୍ୟ ଛାପି ପାରନ୍ତି ନାହିଁ।

୮. RAWରେ  RTI ଆଇନ୍‌ ଲାଗୁ ହୋଇପାରିବ ନାହିଁ।

୯. ଯଦି ଆପଣ  RAWରେ ସାମିଲ୍‌ ହେବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ଓ ଆପଣଙ୍କ ବାପା ମାଆ ଭାରତୀୟ ହେବା ଆବଶ୍ୟକ।

୧୦. ଏଥିରେ ଯେମିତି କିଛି ପରିବର୍ତ୍ତନ ହୋଇ ନ ପାରିବ ସେଥିପାଇଁ  RAW ନିଜ ରିପୋର୍ଟ ସିଧା ପ୍ରଧାନମନ୍ତ୍ରୀଙ୍କୁ ପଠାଏ।

୧୧. ଯଦି କୌଣସି ବ୍ୟକ୍ତି ଅନ୍ୟ କେଉଁ କ୍ଷେତ୍ରରେ କାମ କରୁଥିବେ ସେମାନେ  RAWରେ ସାମିଲ ହୋଇପାରିବ ନାହିଁ। ଏଥିପାଇଁ ତାଙ୍କୁ ସେହି ଚାକିରି ଛାଡ଼ିବାକୁ ପଡ଼ିବ। RAWର ମିସନ ପୂରା ହେବା ପରେ ସେ ପୁଣି ଯାଇ ସେହି କ୍ଷେତ୍ରରେ ଚାକିରି କରି ପାରିବେ।

୧୨.ସିକ୍କିମ୍‌ ରାଜ୍ୟକୁ ଭାରତରେ ସାମିଲ କରିବାର ଶ୍ରେୟ ବି RAWକୁ ଦିଆଯାଏ।

୧୩. RAWରେ କାମ କରିବା ଏତେ ସହଜ ନୁହେଁ କାରଣ ଆପଣ ଯଦି କୌଣସି ମିସନ୍‌ରେ ଅଛନ୍ତି ତେବେ ଆପଣଙ୍କ ବିଷୟରେ ଜଣାଯିବ ନାହିଁ। ଏମିତି ବି ହୋଇପାରେ ଆପଣଙ୍କ ଜୀବନ ବିପଦରେ ପଡ଼ିପାରେ।

୧୪. RAWରେ ପୂରା ଦିନର ୨୪ ଘଣ୍ଟା, ସପ୍ତାହର ୭ଦିନ ସବୁ ପରିସ୍ଥିତିରେ କାମ କରିବାକୁ ପଡ଼ିଥାଏ।

୧୫ ଖେଳରେ ପାରଦର୍ଶିତା ଥିଲେ RAWରେ ସାମିଲ୍‌ ହେବାର ସମ୍ଭାବନା ଅଧିକ ଥାଏ।

୧୬. RAW ଏମିତି ଏକ ଗୋପନୀୟତା ସଂସ୍ଥା ସେଥିରେ ନିଜ ପତ୍ନୀକୁ ମଧ୍ୟ କିଛି କୁହାଯାଏ ନାହିଁ। ଏମିତି କି ସ୍ୱାମୀ RAWର ଏଜେଣ୍ଟ ବୋଲି ଗୋପନୀୟତା ରଖାଯାଏ।

୧୭. ଭାରତର ପରମାଣୁ କାର୍ଯ୍ୟକ୍ରମକୁ ଗୋପନୀୟତା ରଖିବା ବି RAWର କାମ।

୧୮. RAWର ଅଫିସରମାନଙ୍କୁ ଆମେରିକା, ୟୁକେ, ଓ ଇସ୍ରାଇଲ୍‌ରେ ତାଲିମ୍‌ ଦିଆଯାଏ।

୧୯. ଯଦି ଆପଣ RAWରେ ଯିବାକୁ ଚାହୁଁଛନ୍ତି ତେବେ UPSC ପାସ୍‌ କରିବା ଦରକାର।IFS ଓ IPS ଭେବେ କାର୍ଯ୍ୟରତ ଥିଲେ ସୁଯୋଗ ଭଲ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story