‘ଶ୍ରୀମନ୍ଦିର ସେବାୟତଙ୍କ ମୋବାଇଲ୍ ବ୍ୟବହାର ସମ୍ପର୍କରେ ହେବ ଚିଠା ପ୍ରସ୍ତାବ’

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସେବାୟତଙ୍କ ମୋବାଇଲ୍ ବ୍ୟବହାର ସହ ଅନ୍ୟାନ୍ୟ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଛି। ମୋବାଇଲ୍ ବ୍ୟବହାରକାରୀ ସେବାୟତଙ୍କ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ହେବ। ସବୁ ବର୍ଗର ସେବାୟତଙ୍କ ପରାମର୍ଶକ୍ରମେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି-“ନାଟ ମନ୍ଦିରର […]

srimandir

srimandir

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 09:43 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସେବାୟତଙ୍କ ମୋବାଇଲ୍ ବ୍ୟବହାର ସହ ଅନ୍ୟାନ୍ୟ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଛି। ମୋବାଇଲ୍ ବ୍ୟବହାରକାରୀ ସେବାୟତଙ୍କ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ହେବ। ସବୁ ବର୍ଗର ସେବାୟତଙ୍କ ପରାମର୍ଶକ୍ରମେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି-“ନାଟ ମନ୍ଦିରର ମରାମତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଜଗମୋହନ ଓ ବେହରଣ ଦ୍ୱାର ମରାମତି ପରେ ନାଟମନ୍ଦିର ମରାମତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ପୌଷମାସର ନୀତିନିର୍ଘଣ୍ଟ ସ୍ଥିରୀକୃତ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। କିଛି କିଛି ଦିନ ଶ୍ରୀଜିଉଙ୍କ ଦିବାପହୁଡ଼ କରାଯିବ। ଅଧିକ ନୀତିକାନ୍ତି ଦିନ ଜଗମୋହନ ମରାମତି କାମ ବନ୍ଦ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story