ଏଥର ବିନା ମଦରେ ହେବ କି ମା’ଙ୍କ ଭସାଣ ଉତ୍ସବ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ମଦ ଉପରେ ନିୟନ୍ତ୍ରଣ କରାଯିବ। ଭସାଣ ଦିନ କଟକ ଓ ଭୁବନେଶ୍ୱରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହା ସହିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବେଆଇନ୍ ମଦ ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ ଧରପଗଡ଼କୁ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ କହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ମଦ ଦୋକାନ ଖୋଲିଛି। ମଦ ବେପାର ମଧ୍ୟ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 03:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ମଦ ଉପରେ ନିୟନ୍ତ୍ରଣ କରାଯିବ। ଭସାଣ ଦିନ କଟକ ଓ ଭୁବନେଶ୍ୱରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହା ସହିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବେଆଇନ୍ ମଦ ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ ଧରପଗଡ଼କୁ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ କହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ମଦ ଦୋକାନ ଖୋଲିଛି। ମଦ ବେପାର ମଧ୍ୟ ଜମୁଛି। ଏବେ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ମଦ କାରବାର ବେଶୀ ବଢ଼ିଛି। ଯାହାଫଳରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ସେଥିପାଇଁ ମଦ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ତତ୍ପର ହୋଇପଡ଼ିଛି। ଭସାଣ ଦିନ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଦୁର୍ଗାପୂଜା ପାଇଁ ସେପ୍ଟମ୍ବର ୨୪ରୁ ଅକ୍ଟୋବର ୨ ଏବଂ ଲକ୍ଷ୍ମୀ ପୂଜା ପାଇଁ ଅକ୍ଟୋବର ୪ରୁ ୧୧ ପର୍ଯ୍ୟନ୍ତ ବେଆଇନ୍ ମଦ ପ୍ରସ୍ତୁତି, ବିକ୍ରି ଓ ପରିବହନ ଉପରେ ଧରପଗଡ଼ କରିବା ପାଇଁ ଅବକାରୀ ଅଧୀକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କଣ୍ଟ୍ରୋଲ ରୁମ୍ ଖୋଲିବା ଓ ଫ୍ଲାଇଂ ସ୍କ୍ୱାର୍ଡ଼ ମୁତୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। କଟକ, ସମ୍ବଲପୁର ଓ ବ୍ରହ୍ଣପୁର ୟୁନିଟ୍ ଉପରେ ଅଧିକ ଫୋକସ ଦେବାକୁ କୁହଯାଇଛି।

ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“କଟକ ଓ ଭୁବନେଶ୍ୱରରେ ଭସାଣ ଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହାଛଡ଼ା ବେଆଇନ୍‌ ମଦ କାରବାର ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅବକାରୀ ବିଭାଗ ନେଇଥିବା ନିଷ୍ପତ୍ତିକୁ ସାଧାରଣଲୋକ ସ୍ୱାଗତ କରାଯାଇଛି ସତ। କିନ୍ତୁ ଆଇନ୍‌ କାର୍ଯ୍ୟକାରୀ ଉପରେ ପ୍ରଶ୍ନ ଉଠିଛି।  ସେପଟେ ପୂଜା ପାଇଁ  ମଦ କାରବାର ଉପରେ ସ୍ପେଶାଲ ଡ୍ରାଇଭ୍ ଚାଲିଛି।  ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story