ଘରେ ପଶି ଯୁବତୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପତ୍ରାଟୋଲି ଗାଁରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ପାଞ୍ଚ ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାଁ ଇଲିସେବା ଭେଙ୍ଗରା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପଛର କାରଣ ଜଣାପଡ଼ିନି। ପୋଲିସ୍ ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ଖୋଳତାଡ଼ କରୁଛି। ୫ ଜଣ ଯାକ ଯୁବକ […]

women-death

women-death

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 01:04 PM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପତ୍ରାଟୋଲି ଗାଁରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ପାଞ୍ଚ ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାଁ ଇଲିସେବା ଭେଙ୍ଗରା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପଛର କାରଣ ଜଣାପଡ଼ିନି। ପୋଲିସ୍ ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ଖୋଳତାଡ଼ କରୁଛି।

୫ ଜଣ ଯାକ ଯୁବକ ବାଇକ୍‌ରେ ଆସିଥିଲେ। ସେମାନେ ଇଲିସେବାଙ୍କ ଘର ଭିତରକୁ ପଶିବା ପରେ ତାଙ୍କୁ ଖୋଜିଥିଲେ। ସେ ସାମ୍ନାକୁ ଆସିବା ପରେ ଯୁବକମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି କରିଥିଲେ। ତାଙ୍କ ତଳି ପେଟ ଓ ପିଠିରେ ଗୁଳି ବାଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story