ସୁଙ୍କି ବିସ୍ଫୋରଣ ଘଟଣା: ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଗୋପବନ୍ଧୁ ତ୍ରିପାଠୀ ନିଲମ୍ବିତ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ କୋରାପୁଟରେ ଅବସ୍ଥାପିତ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଗୋପବନ୍ଧୁ ତ୍ରିପାଠୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଫୋର୍ସମାନଙ୍କୁ ଯେଭଳି ଉପଯୁକ୍ତ ସୁରକ୍ଷା ମାଧ୍ୟମରେ ପଠାଇବା କଥା ତାହା ପଠାଇ ନ ଥିବାରୁ ଗୋପବନ୍ଧୁଙ୍କୁ ନିଲମ୍ବନ କରାଯାଇଥିବା ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଲଳିତ ଦାସ ସୂଚନା ଦେଇଛନ୍ତି। ଗୋପବନ୍ଧୁ ମାଲକାନଗିରି ଜିଲ୍ଲା ଚତୁର୍ଥ ଏସଏସ୍‌ ବାଟାଲିୟନରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଭାବେ […]

sunki (1)

sunki (1)

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 07:06 PM IST

Sports

Latest News

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ କୋରାପୁଟରେ ଅବସ୍ଥାପିତ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଗୋପବନ୍ଧୁ ତ୍ରିପାଠୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଫୋର୍ସମାନଙ୍କୁ ଯେଭଳି ଉପଯୁକ୍ତ ସୁରକ୍ଷା ମାଧ୍ୟମରେ ପଠାଇବା କଥା ତାହା ପଠାଇ ନ ଥିବାରୁ ଗୋପବନ୍ଧୁଙ୍କୁ ନିଲମ୍ବନ କରାଯାଇଥିବା ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଲଳିତ ଦାସ ସୂଚନା ଦେଇଛନ୍ତି।

ଗୋପବନ୍ଧୁ ମାଲକାନଗିରି ଜିଲ୍ଲା ଚତୁର୍ଥ ଏସଏସ୍‌ ବାଟାଲିୟନରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ଏଥିସହିତ ସେ କୋରାପୁଟ ରିଜର୍ଭ ଇନ୍ସପେକ୍ଟରର ଦାୟିତ୍ୱ ମଧ୍ୟ ସେ ତୁଲାଉଥିଲେ। ସୁଙ୍କି ବିସ୍ଫୋରଣ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ତଦନ୍ତ ହେବା ପରେ  ଗୋପବନ୍ଧୁଙ୍କୁ ନିଲମ୍ବନ କରାଯାଇଛି।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ସହ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଚରାଉଚରା କରି ଅନେକ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ଗତ ୧ତାରିଖ ଦିନ ପ୍ରଶିକ୍ଷଣ ପାଇଁ କୋରାପୁଟରୁ କଟକ ଆସୁଥିବା ପୋଲିସ୍‌ ବାହିନୀର ଗାଡ଼ିକୁ ମାଓବାଦୀମାନେ ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍‌ ଲଗାଇ ଉଡ଼ାଇ ଦେଇଥିଲେ। ଏହି ଘଟଣାରେ ମୋଟ୍‌ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story