ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ଦରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ କାହିଁକି ଦିଆଯିବନି ପୂର୍ଣ୍ଣ ଦରମା? ଏନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମ କୋର୍ଟ। ବ୍ଲକ୍ ଗ୍ରାଣ୍ଟ ଦରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜରିଆରେ ସୁପ୍ରିମ କୋର୍ଟ ଜବାବ ତଲବ କରିଛନ୍ତି। ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଆବେଦନ ଆଧାରରେ ଏହି ଜବାବ ତଲବ କରିଛନ୍ତି ଶୀର୍ଷ କୋର୍ଟ। କାହିଁକି ପୂର୍ଣ୍ଣ ଦରମା ଦେବ ନାହିଁ, ଜବାବ ଦେବାକୁ ନୋଟିସରେ ଦର୍ଶାଯାଇଛି। ଅକ୍ଟୋବର ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। […]

supreme-court

supreme-court

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 09:19 AM IST

Sports

Latest News

ଭୁବନେଶ୍ୱର: ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ କାହିଁକି ଦିଆଯିବନି ପୂର୍ଣ୍ଣ ଦରମା? ଏନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମ କୋର୍ଟ। ବ୍ଲକ୍ ଗ୍ରାଣ୍ଟ ଦରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜରିଆରେ ସୁପ୍ରିମ କୋର୍ଟ ଜବାବ ତଲବ କରିଛନ୍ତି। ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଆବେଦନ ଆଧାରରେ ଏହି ଜବାବ ତଲବ କରିଛନ୍ତି ଶୀର୍ଷ କୋର୍ଟ। କାହିଁକି ପୂର୍ଣ୍ଣ ଦରମା ଦେବ ନାହିଁ, ଜବାବ ଦେବାକୁ ନୋଟିସରେ ଦର୍ଶାଯାଇଛି। ଅକ୍ଟୋବର ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story