ତରଭା ହତ୍ୟା ମାମଲା: ସବୁ ସବ୍‌ଡିଭିଜନରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଢେଙ୍କାନାଳ ତରଭାରେ ସଲମନ୍ ରାଉତ ହତ୍ୟା ଘଟଣାକୁ ନେଇ ଆଜି ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି ବିଜେପି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ସଲମନ ରାଉତ ହତ୍ୟା ଘଟଣାରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗିରଫ କରିବାକୁ ଦଳୀୟ ନେତା ଓ କର୍ମୀ ଦାବି କରିଥିଲେ। ମୃତ ସଲମନ୍ ଜଣେ ବିଜେପି କର୍ମୀ ଥିଲେ। ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା […]

bjp

bjp

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 12:36 PM IST

Sports

Latest News

ଭୁବନେଶ୍ୱର: ଢେଙ୍କାନାଳ ତରଭାରେ ସଲମନ୍ ରାଉତ ହତ୍ୟା ଘଟଣାକୁ ନେଇ ଆଜି ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି ବିଜେପି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ସଲମନ ରାଉତ ହତ୍ୟା ଘଟଣାରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗିରଫ କରିବାକୁ ଦଳୀୟ ନେତା ଓ କର୍ମୀ ଦାବି କରିଥିଲେ।

ମୃତ ସଲମନ୍ ଜଣେ ବିଜେପି କର୍ମୀ ଥିଲେ। ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ କରିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିଜେପି ଅଭିଯୋଗ କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଛି। ଏହି ହତ୍ୟାକାଣ୍ଡର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଦଳ ଦାବି କରିଛି।

ଏ ଘଟଣାକୁ ନେଇ ଗତକାଲି ଢେଙ୍କାନାଳରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

ଗତ ଶନିବାର ଏହି ହତ୍ୟାକାଣ୍ଡ  ଘଟିଥିଲା। ରବିବାର ଢେଙ୍କାନାଳ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଗତକାଲିଠାରୁ ପୋଲିସ୍ ତାକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ସେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ୍ (ଓଏସ୍‌ଏପି)ର ଜଣେ ଯବାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story