ଆଜି କୃଷି କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ବସିବ। ଏଥିରେ ଚାଷ କ୍ଷୟକ୍ଷତି ନେଇ ଆଲୋଚନା ପରେ ରାଜ୍ୟସରକାର ଚାଷୀଙ୍କ ପାଇଁ କିଛି ପ୍ୟାକେଜ ଘୋଷଣା କରିପାରନ୍ତି। ଗତକାଲି ରବିବାର ସତ୍ତ୍ୱେ ଜିଲ୍ଲାରୁ ସଚ୍ଚିବାଳୟ ପର୍ଯ୍ୟନ୍ତ ଘନଘନ ବୈଠକ ବସିଥିଲା।  ମାରଥନ ମିଟିଂ ପରେ  ସରକାର ସ୍ୱୀକାର କରିଥିଲେ ଚକଡ଼ା ପୋକ ଦ୍ୱାରା ଫସଲ ନଷ୍ଟ ଏକ ପ୍ରାକୃତିକ ବିପର୍ଯ୍ୟୟ।  ରିଲିଫ୍ […]

bbsr

bbsr

Rakesh Mallick
  • Published: Monday, 06 November 2017
  • Updated: 06 November 2017, 07:56 AM IST

Sports

Latest News

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ବସିବ। ଏଥିରେ ଚାଷ କ୍ଷୟକ୍ଷତି ନେଇ ଆଲୋଚନା ପରେ ରାଜ୍ୟସରକାର ଚାଷୀଙ୍କ ପାଇଁ କିଛି ପ୍ୟାକେଜ ଘୋଷଣା କରିପାରନ୍ତି।

ଗତକାଲି ରବିବାର ସତ୍ତ୍ୱେ ଜିଲ୍ଲାରୁ ସଚ୍ଚିବାଳୟ ପର୍ଯ୍ୟନ୍ତ ଘନଘନ ବୈଠକ ବସିଥିଲା।  ମାରଥନ ମିଟିଂ ପରେ  ସରକାର ସ୍ୱୀକାର କରିଥିଲେ ଚକଡ଼ା ପୋକ ଦ୍ୱାରା ଫସଲ ନଷ୍ଟ ଏକ ପ୍ରାକୃତିକ ବିପର୍ଯ୍ୟୟ।  ରିଲିଫ୍ କୋଡ୍ ଅନୁସାରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।  ମରୁଡ଼ି ପାଇଁ ଇନପୁଟ୍ ସବସିଡି ଢ଼ାଞ୍ଚାରେ ସହାୟତା ପ୍ରଦାନ କରାଯିବ। ଅଣ ଜଳସେଚିତ ଜମିରେ ହେକ୍ଟର ପିଛା ୬ହଜାର ୮ଶହ ଓ ଜଳସେଚିତ ଜମିରେ ହେକ୍ଟର ପିଛା ୧୩ ହଜାର  ୫ଶହ ଟଙ୍କା ଦିଆଯିବ । ଏହାବ୍ୟତୀତ ଚାଷୀଙ୍କୁ ସଚେତନ କରିବା ପାଇଁ ବ୍ୟାପକ ସଚେତନ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲା ୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କୁହଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story