୭ ମେ’ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବିଦେଶ ଯାତ୍ରା କରିପାରନ୍ତି

ମେଷ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ବିବାହ ସ୍ଥିର ହୋଇପାରେ। ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ଲାଭବାନ ହେବେ। ମିଥୁନ: କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଯାନବାହନ କିଣିପାରନ୍ତି। ସିଂହ: ପିଲାଙ୍କ ସଫଳତାରେ ଖୁସି ଅନୁଭବ କରିବେ। ସୁସ୍ଥ ରହିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। କନ୍ୟା: ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। […]

Rasiphala-image-2-840x440-1-1-768x402-2

Rasiphala-image-2-840x440-1-1-768x402-2

Rakesh Mallick
  • Published: Monday, 07 May 2018
  • Updated: 07 May 2018, 07:44 AM IST

ମେଷ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ବିବାହ ସ୍ଥିର ହୋଇପାରେ। ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ଲାଭବାନ ହେବେ।

ମିଥୁନ: କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଯାନବାହନ କିଣିପାରନ୍ତି।

ସିଂହ: ପିଲାଙ୍କ ସଫଳତାରେ ଖୁସି ଅନୁଭବ କରିବେ। ସୁସ୍ଥ ରହିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

କନ୍ୟା: ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ତୁଳା: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି।

ବିଚ୍ଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ।

ଧନୁ: ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ବ୍ୟବସାୟରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ମକର: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଉପହାର ମିଳିବ।

କୁମ୍ଭ: ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି।  ଯାନବାହନ ସୁଖ ମିଳିବ। ମକଦ୍ଦମାରେ ସଫଳତା ପାଇବେ।

ମୀନ: ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos