ଆଜି ରଜ ସଂକ୍ରାନ୍ତି : ଗାଁଠୁ ସହର ଉତ୍ସବ ମୁଖର 

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ଗତକାଲି ପହିଲି ରଜ ଠାରୁ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର।  ରଜବତୀ ହୋଇଛି ମାଟି ମା’।  ସେଥିପାଇଁ ଏହାକୁ କୁହାଯାଇଥାଏ କୁମାରୀ ଝିଅଙ୍କ ପର୍ବ।  ଏହି ଅବସରରେ ଝିଅ-ବୋହୂମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଦୋଳି ଖେଳ ପାଇଁ ଭିଡ଼ ଲଗାଇଛନ୍ତି। ଝିଅ ବୋହୂଙ୍କ ଭଳି ପୁରୁଷମାନେ ମଧ୍ୟ ରଜ ତିନିଦିନ ବେଶ ମଉଜ କରିଥାନ୍ତି।  ଗାଁ ଗାଁରେ ତାସ, ପଶା, […]

rajo

rajo

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 07:25 AM IST

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ଗତକାଲି ପହିଲି ରଜ ଠାରୁ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର।  ରଜବତୀ ହୋଇଛି ମାଟି ମା’।  ସେଥିପାଇଁ ଏହାକୁ କୁହାଯାଇଥାଏ କୁମାରୀ ଝିଅଙ୍କ ପର୍ବ।  ଏହି ଅବସରରେ ଝିଅ-ବୋହୂମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଦୋଳି ଖେଳ ପାଇଁ ଭିଡ଼ ଲଗାଇଛନ୍ତି।

ଝିଅ ବୋହୂଙ୍କ ଭଳି ପୁରୁଷମାନେ ମଧ୍ୟ ରଜ ତିନିଦିନ ବେଶ ମଉଜ କରିଥାନ୍ତି।  ଗାଁ ଗାଁରେ ତାସ, ପଶା, ବାଗୁଡି ଖେଳର ଆସର ଜମିଥାଏ।  ଖିଲିପାନ ଖାଇ ରଜ ମଉଜକୁ ଆଉରି ରଂଗୀନ କରି ଦେଇଥାନ୍ତି ସଭିଏଁ।  ରଜ ଅବସରରେ ବିଭିନ୍ନ ସ୍ଥାନରେ ଜମିଛି ରଜ ଉତ୍ସବର ଆସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story