୧୨ ମାର୍ଚ୍ଚ, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ସନ୍ଧ୍ୟାରେ ଖୁସି ଖବର ଶୁଣିବେ

ମେଷ: ଅଧିକ ପରିଶ୍ରମ କରିବେ। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। କ୍ୟାରିଅର୍‌କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୃଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଯାତ୍ରା କରି ପାରନ୍ତି। ବିବାହ ସ୍ଥିର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କର୍କଟ: କ୍ୟାରିଅର୍‌ରେ ଚ୍ୟାଲେଞ୍ଚ ଆସିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ସିଂହ: ଦିନଟି ବ୍ୟସ୍ତ ଭିତରେ କଟିବ। କ୍ୟାରିଅର୍‌କୁ ନେଇ […]

Rasiphala-image-2-1

Rasiphala-image-2-1

Rakesh Mallick
  • Published: Monday, 12 March 2018
  • Updated: 12 March 2018, 07:43 AM IST

Sports

Latest News

ମେଷ: ଅଧିକ ପରିଶ୍ରମ କରିବେ। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। କ୍ୟାରିଅର୍‌କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ବୃଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଯାତ୍ରା କରି ପାରନ୍ତି। ବିବାହ ସ୍ଥିର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କର୍କଟ: କ୍ୟାରିଅର୍‌ରେ ଚ୍ୟାଲେଞ୍ଚ ଆସିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ: ଦିନଟି ବ୍ୟସ୍ତ ଭିତରେ କଟିବ। କ୍ୟାରିଅର୍‌କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାଙ୍କଠାରୁ ଖୁସି ଖବର ଶୁଣିବେ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। କହଳର ଠାରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ତୁଳା: ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା କରିପାରନ୍ତି।

ବିଚ୍ଛା: ସୁସ୍ଥ ରହିବେ। କ୍ୟାରିଅର୍‌ରେ ସଫଳତା ମିଳିବ। ଜୀବନ ସାଥୀଙ୍କୁ ମଧ୍ୟ ସଫଳତା ମିଳିବ।

ଧନୁ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖ ଓ ଶାନ୍ତିର ପରିବେଶ ରହିବ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ଧ୍ୟାରେ ଖୁସି ଖବର ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ।

କୁମ୍ଭ: ଦିନଟି ବ୍ୟସ୍ତ ଭିତରେ କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କହଳ ଠାରୁ ଦୂରେଇ ରୁହନ୍ତୁ।

ମୀନ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାମାନେ ପାଠପଢ଼ାରେ ଭଲ କରିବେ।ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story