କଂଗ୍ରେସର ଆଦିବାସୀ କାର୍ଡ; ରାହୁଲଙ୍କୁ ଭେଟୁଛନ୍ତି ୫ ରାଜ୍ୟର ଆଦିବାସୀ ନେତା

ଭୁବନେଶ୍ୱର: କଂଗ୍ରେସର ଆଦିବାସୀ କାର୍ଡ। ଆଜି ୫ ରାଜ୍ୟର ଆଦିବାସୀ ନେତାଙ୍କୁ ଭେଟୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସରେ ଥିବା ଆଦିବାସୀ କର୍ମକର୍ତ୍ତା, ପୂର୍ବତନ ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରୁଛନ୍ତି ରାହୁଲ। ଓଡ଼ିଶାର ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ, ପ୍ରଦୀପ ମାଝି, ଭୂଜବଳ ମାଝି ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଲୋଚନା ବେଳେ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି. କିଶୋର ଦେଓ ଉପସ୍ଥିତ ରହିଥିବା ଜଣାପଡିଛି। ଦେଶରେ ଆଦିବାସୀଙ୍କ […]

rahul-gandhi

rahul-gandhi

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 11:35 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ଆଦିବାସୀ କାର୍ଡ। ଆଜି ୫ ରାଜ୍ୟର ଆଦିବାସୀ ନେତାଙ୍କୁ ଭେଟୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସରେ ଥିବା ଆଦିବାସୀ କର୍ମକର୍ତ୍ତା, ପୂର୍ବତନ ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରୁଛନ୍ତି ରାହୁଲ। ଓଡ଼ିଶାର ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ, ପ୍ରଦୀପ ମାଝି, ଭୂଜବଳ ମାଝି ପ୍ରମୁଖ ଉପସ୍ଥିତ ଅଛନ୍ତି।

ଆଲୋଚନା ବେଳେ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି. କିଶୋର ଦେଓ ଉପସ୍ଥିତ ରହିଥିବା ଜଣାପଡିଛି। ଦେଶରେ ଆଦିବାସୀଙ୍କ ସଂଖ୍ୟା ୯ ପ୍ରତିଶତ ଥିବା ବେଳେ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ରାହୁଲ ଉଦ୍ୟମ କରୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story