ଆଜି ଭୁବନେଶ୍ୱର ଆସିବ ପ୍ୟାରୀମୋହନଙ୍କ ମରଶରୀର

ମୁମ୍ବାଇ: ଆଜି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ରାଜନୀତିରେ ଚାଣକ୍ୟ ଭାବେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ମରଶରୀର ଭୁବନେଶ୍ୱର ଆସିବ। ଶେଷ ଦର୍ଶନ ପାଇଁ ସହିଦନଗର ସ୍ଥିତ ବାସଭବନରେ ତାଙ୍କ ମରଶରୀରକୁ କିଛି ସମୟ ପାଇଁ ରଖାଯିବ। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର କିମ୍ୱା ଜନ୍ମସ୍ଥାନ ଅନୁଗୋଳରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜନମୋର୍ଚ୍ଚାର ପକ୍ଷରୁ ଜଣାପଡ଼ିଛି। ମାତ୍ର ଏନେଇ ପରିବାର ଲୋକଙ୍କ ପକ୍ଷରୁ କିଛି ଜଣାପଡ଼ିନି। ଗତକାଲି ରାତି ୯ଟା ୪୨ ମିନିଟ୍‌ରେ ପ୍ୟାରୀମୋହନ ମହାପାତ୍ରଙ୍କର […]

pyarimohan mohapatra

pyarimohan mohapatra

Rakesh Mallick
  • Published: Monday, 20 March 2017
  • Updated: 20 March 2017, 02:15 PM IST

Sports

Latest News

ମୁମ୍ବାଇ: ଆଜି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ରାଜନୀତିରେ ଚାଣକ୍ୟ ଭାବେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ମରଶରୀର ଭୁବନେଶ୍ୱର ଆସିବ। ଶେଷ ଦର୍ଶନ ପାଇଁ ସହିଦନଗର ସ୍ଥିତ ବାସଭବନରେ ତାଙ୍କ ମରଶରୀରକୁ କିଛି ସମୟ ପାଇଁ ରଖାଯିବ। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର କିମ୍ୱା ଜନ୍ମସ୍ଥାନ ଅନୁଗୋଳରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜନମୋର୍ଚ୍ଚାର ପକ୍ଷରୁ ଜଣାପଡ଼ିଛି। ମାତ୍ର ଏନେଇ ପରିବାର ଲୋକଙ୍କ ପକ୍ଷରୁ କିଛି ଜଣାପଡ଼ିନି।

ଗତକାଲି ରାତି ୯ଟା ୪୨ ମିନିଟ୍‌ରେ ପ୍ୟାରୀମୋହନ ମହାପାତ୍ରଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ମସ୍ତିଷ୍କ ସଂକ୍ରମଣରେ ପୀଡିତ ହୋଇ ସେ ମୁମ୍ୱାଇ ହିନ୍ଦୁଜା ହସ୍ପିଟାଲର ଲାଇଫ ସପୋର୍ଟ ସିଷ୍ଟମରେ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ।

୧୯୪୦ ଜାନୁଆରୀ ୨୫ ତାରିଖରେ ଅନୁଗୋଳ ଜିଲ୍ଲା ତାଳଚେରରେ ଜନ୍ମ ହୋଇଥିଲେ ପ୍ୟାରୀମୋହନ ମହାପାତ୍ର। ଜଣେ ଆଇଏଏସ୍ ଭାବେ ସେ ଆରମ୍ଭ କରି ଥିଲେ ତାଙ୍କ କ୍ୟାରିୟର।  ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ।

‘ଚାଣକ୍ୟ’, ‘ଅଙ୍କଲ୍’ ଏମିତି ଅନେକ ନାଁରେ ପରିଚିତ ଥିଲେ ପ୍ୟାରୀ। ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ପରେ ସେ ବନିଯାଇଥିଲେ ରାଜ୍ୟ ରାଜନୀତିର ଚାଣକ୍ୟ। ନବୀନ ପଟ୍ଟନାୟକଙ୍କ ପରେ ସେ ଥିଲେ ବିଜୁ ଜନତା ଦଳର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି। ବିଜେଡିର ମାଷ୍ଟରମାଇଣ୍ଡ ଭାବେ ସେ ଜଣାଶୁଣା ଥିଲେ। ଏପରିକି ତାଙ୍କୁ ବିଜେଡିର ପ୍ରକ୍ସି ଲିଡର ବୋଲି ମଧ୍ୟ କୁହାଯାଉଥିଲା।

ତେବେ ଏତେ ଶକ୍ତିଶାଳୀ ଥିବା ପ୍ୟାରୀଙ୍କୁ ୨୦୧୨ ଜୁନ୍ ମାସରେ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story