‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ

ଗତକାଲି ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍‌ସନ୍ସ ଓ ଡିକେ ମୁଭିଜ ବ୍ୟାନରରେ ନିର୍ମିତ ଓଡ଼ିଆ ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରୀ’। ଟିନ୍ ଏଜ୍ ଲଭ୍‌ଷ୍ଟୋରୀକୁ ନେଇ ନିର୍ମିତ ଏ ଫିଲ୍ମରେ ହିରୋ ଭୂମିକାରେ ଅଛନ୍ତି ବାରିପଦାର ସୌରାଜ। ସିଲଭର୍ ସ୍କ୍ରିନ୍ ସୌରାଜଙ୍କ ପାଇଁ ନୂଆ ନୁହେଁ। ସେ ଶିଶୁ କଳାକାର ଭାବେ ୨୨ଟି ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ହିରୋ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା […]

sauraj

sauraj

Rakesh Mallick
  • Published: Saturday, 08 April 2017
  • Updated: 09 April 2017, 10:14 AM IST

Sports

Latest News

ଗତକାଲି ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍‌ସନ୍ସ ଓ ଡିକେ ମୁଭିଜ ବ୍ୟାନରରେ ନିର୍ମିତ ଓଡ଼ିଆ ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରୀ’। ଟିନ୍ ଏଜ୍ ଲଭ୍‌ଷ୍ଟୋରୀକୁ ନେଇ ନିର୍ମିତ ଏ ଫିଲ୍ମରେ ହିରୋ ଭୂମିକାରେ ଅଛନ୍ତି ବାରିପଦାର ସୌରାଜ ସିଲଭର୍ ସ୍କ୍ରିନ୍ ସୌରାଜଙ୍କ ପାଇଁ ନୂଆ ନୁହେଁ। ସେ ଶିଶୁ କଳାକାର ଭାବେ ୨୨ଟି ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ହିରୋ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ତପସ୍ୱିନୀ ନାୟକଙ୍କ ସହ ଏହି ସାକ୍ଷାତକାରରେ ସୌରାଜ ତାଙ୍କର ଅଭିନୟ କ୍ୟାରିୟର, ପରିବାର ଓ ପାଠପଢ଼ା ବିଷୟରେ କହିଛନ୍ତି।

 ‘ତୁ ମୋ ଲଭ୍‌ ଷ୍ଟୋରୀ’ ରିଲିଜ୍ ହୋଇଯାଇଛି। ହିରୋ ଭାବେ ଏହା ଆପଣଙ୍କ ଡେବ୍ୟୁ ଫିଲ୍ମ। କ’ଣ ଭାବୁଛନ୍ତି ଫିଲ୍ମ କେମିତି ଚାଲିବ?

ତରଙ୍ଗ ସିନେ ପ୍ରଡକସନ୍ସ ଓ ଡିକେ ମୁଭିଜ ବ୍ୟାନର ମୋତେ ଏତେ ବଡ଼ ସୁଯୋଗ ଦେଇଥିବାରୁ ପ୍ରଥମେ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ‘ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି। ଶିଶୁକଳାକାର ଭାବେ ଦର୍ଶକମାନେ ମୋତେ ଯେମିତି ଭଲ ପାଉଥିଲେ ହିରୋ ଭାବେ ମଧ୍ୟ ସେତିକି ପସନ୍ଦ କରିଛନ୍ତି। ଗତକାଲି ରିଲିଜ୍ ଦିନରେ ଫିଲ୍ମ ହଲ୍‌ ଗୁଡ଼ିକ ହାଉସ୍‌ଫୁଲ୍‌ ରହିଥିଲା।  ଟିକେଟ୍‌ ମିଳୁନାହିଁ ବୋଲି ସାଙ୍ଗମାନେ କହୁଛନ୍ତି। ଫିଲ୍ମର ଷ୍ଟୋରୀ ଭଲ ହୋଇଛି। ଫିଲ୍ମ ନିଶ୍ଚିୟ ଚାଲିବ।

ଆପଣ ଶିଶୁକଳାକାର ଭାବେ ଅନେକ ଫିଲ୍ମ କରିଛନ୍ତି। ଏବେ ହିରୋ ହୋଇଛନ୍ତି। କେମିତି ଆରମ୍ଭ ହୋଇଥିଲା ଆପଣଙ୍କ ଅଭିନୟ ଜୀବନ?

ମୁଁ ତିନି ବର୍ଷ ବୟସରେ ପ୍ରଥମେ ‘ସଂପର୍କ’  ସରିଏଲରେ  କାମ କରିଥିଲି। ଅଜିତ ଦାସ ସାର୍‌ ଏହି ସୁଯୋଗ ଦେଇଥିଲେ। ତା’ଆଗରୁ ଡ୍ରାମା କରିଛି।  ମୋ ପ୍ରଥମ ଫିଲ୍ମ ହେଉଛି ‘ରକତେ ଲେଖିଛି ନାଁ’। ଚଣ୍ଡି ପରିଜା ସାର୍‌ ମୋତେ ଏହି ଫିଲ୍ମରେ ସୁଯୋଗ ଦେଇଥିଲେ। ଶିଶୁକଳାକାର ଭାବେ ମୁଁ ୨୨ଟି ଫିଲ୍ମରେ କାମ କରିଛି। ତେବେ ‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟର ଆରମ୍ଭ ବୋଲି ମୁଁ ଭାବୁଛି।

ଅଭିନୟ ପ୍ରତି କେମିତି ଆକୃଷ୍ଟ ହେଲେ? ଆପଣଙ୍କ ପରିବାରରେ କେହି ଅଭିନୟ କରୁଥିଲେ କି?

ଘରେ ବାପାମା’, ଜେଜେମା, ଜେଜେ ବାପା, ଦାଦା ଓ ଖୁଡ଼ି ଅଛନ୍ତି।  ସେମାନେ କେହି ଅଭିନୟ କରନ୍ତି ନାହିଁ। କିନ୍ତୁ ମୋ ପିଉସୀ ଜଣେ ଛଉ ଡ୍ୟାନ୍ସର। ମୋର ଛୋଟବେଳୁ ଅଭିନୟ ପ୍ରତି ବହୁତ ରୁଚି ଥିଲା।

ସୌରାଜ ଯଦି ଫିଲ୍ମ ଲାଇନ୍‌କୁ ଆସି ନ ଥାନ୍ତେ କେଉଁ ଲାଇନ୍‌କୁ ବାଛିଥା’ନ୍ତେ?

ମୋ ମନକୁ ବି ଏଭଳି ପ୍ରଶ୍ନ ଆସିଥାଏ। ତିନି ବର୍ଷ  ଫିଲ୍ମରୁ ଲାଇନ୍‌ରୁ ଦୂରେଇ ରହିବା ପରେ ପୁଣି ଫେରି ପାରିବି କି ନାହିଁ ବୋଲି ବେଳେ ବେଳେ ଭାବୁଥିଲି। ସେଥିପାଇଁ  ପାଠପଢ଼ା ଜାରି ରଖିଥିଲି।

ସୌରାଜ ଏବେ ପାଠ ପଢୁଛନ୍ତି। ତା ଭିତରେ ଅଭିନୟ ବି କରୁଛନ୍ତି। ଏ ଦୁଇଟି ମଧ୍ୟରେ କେମିତି ସନ୍ତୁଳନ ରକ୍ଷା କରୁଛନ୍ତି?

ମୁଁ ଏବେ  ବାରିପଦା ସ୍ୱୟଂଶାସିତ କଲେଜର ଯୁକ୍ତ ତିନି ବିଜ୍ଞାନର ପ୍ରଥମ ବର୍ଷର ଛାତ୍ର। ମୁଁ କଂପ୍ୟୁଟର ବିଜ୍ଞାନ ସମ୍ମାନ ନେଇ ପଢୁଛି। ଅଭିନୟ ସହ ପଢ଼ାପଢ଼ି  ଠିକ୍‌ ଚାଲିଛି। ଏ କଥା ଶୁଣିବା ପାଇଁ ଟିକେ କଷ୍ଟ ଲାଗୁଛି, କିନ୍ତୁ  କଷ୍ଟ ନୁହେଁ। ସୁଟିଂ ଭିତରେ ମୁଁ ମୋ ପାଠ ପଢ଼ାକୁ ମଧ୍ୟ ଗୁରୁତ୍ୱ ଦେଇଥାଏ। ସୁଟିଂ ପାଇଁ ସବୁବେଳେ ଭୁବନେଶ୍ୱର ଆସିବାକୁ ପଡ଼ିଥାଏ। ମୋ ସାଙ୍ଗମାନେ ପାଠ ପଢ଼ାରେ ସାହାଯ୍ୟ କରନ୍ତି। ଯାହା ପଢ଼ା ଯାଏ ମୋତେ ହ୍ୱାଟ୍ସ ଅପ୍‌ରେ ଫଟୋ ଉଠାଇ ପଠାନ୍ତି।  ‘ତୁ ମୋ ଲଭ୍‌ ଷ୍ଟୋରୀ’ ସୁଟିଂ ପାଇଁ ୭ ମାସ ଲାଗିଥିଲା। ତା’ ଭିତରେ ମୋ ସେମିଷ୍ଟାର ଥିଲା। ମୁଁ ହୋଲ୍‌ ନାଇଟ୍‌ ସୁଟିଂ ପରେ ଘରକୁ ଫେରି ପରୀକ୍ଷା ଦେବାକୁ ଯାଇଥିଲି।

sauraj1

ପାଠପଢ଼ା ଓ ଅଭିନୟ ଭିତରେ ଆପଣ ବହୁତ ବ୍ୟସ୍ତ ରହୁଛନ୍ତି। ଘର ଲୋକଙ୍କୁ କେବେ କୌଣସି କାମରେ ସାହାଯ୍ୟ କରିବାକୁ ସମୟ ପାଆନ୍ତି?

ମୁଁ ଅଳ୍ପ କିଛି ରୋଷେଇ ଜାଣିଛି। ଭାତ, ଭଜା, ଅଣ୍ଡା ଅମଲେଟ୍ ଓ ଭୁଜିଆ ଆଦି କରି ଜାଣିଛି।   ଚା’ ଓ ମ୍ୟାଗି ବି ବନାଇ ଆସେ। ତେଣୁ ବେଳେ ବେଳେ ମା’ଙ୍କୁ ଏଥିରେ ସାହାଯ୍ୟ କରେ।

ଆପଣ ଶିଶୁକଳାକାର ଭାବେ ଅଭିନୟ କରୁଥଲେ। ସେତେବେଳେ ଟଙ୍କା ପାଇଥିବେ। ସେ ଟଙ୍କାରେ କ’ଣ କଲେ?

ମୁଁ ସେ ଟଙ୍କା ଖର୍ଚ୍ଚ କରି ନ ଥିଲି। ସେ ସବୁ ଟଙ୍କା ଜମା ରଖି ଗୋଟେ ଅଲଟୋ କାର୍‌ କିଣିଛି। ସେଥିପାଇଁ ମୋ କାରକୁ ମୁଁ ବହୁତ ଭଲ ପାଏ। ଆଉ କାହା ପାଇଁ ଏହା ଛୋଟ କାର ହୋଇଥାଇପାରେ, କିନ୍ତୁ ମୋ ପାଇଁ ବଡ଼ କାର।

ଯେମିତି ଦର୍ଶକଙ୍କର ମନପସନ୍ଦର କଳାକାର ଥାଆନ୍ତି, କଳାକାରଙ୍କର ବି ମନପସନ୍ଦର କଳାକାର ଥାଆନ୍ତି। ଆପଣ କେଉଁ କଳାକାରଙ୍କ ଫ୍ୟାନ୍‌?

ବଲିଉଡ୍‌ରେ ମୋତେ  ଅମିତାଭ ବଚ୍ଚନ ଓ ଶାହାରୁଖ ଖାନ୍ ଭଲ ଲାଗନ୍ତି। ଗୋବିନ୍ଦାଙ୍କ କମେଡି ମୋତେ ଭଲ ଲାଗେ।  ସେହିପରି ଓଲିଉଡ୍‌ରେ ମୋତେ ଅନୁଭବ ମହାନ୍ତି, ବାବୁ ସାନ୍‌, ଅରିନ୍ଦମ ଓ ସିନ୍ଧାନ୍ତ ମହାପାତ୍ରଙ୍କ ଅଭିନୟ ଭଲ ଲାଗେ।

ସୌରାଜଙ୍କର ପ୍ରଶଂସକ ତ ବହୁତ ଅଛନ୍ତି, କିନ୍ତୁ ଗାର୍ଲଫ୍ରେଣ୍ଡ୍ ଅଛନ୍ତି ନା ନାହିଁ?

ମୁଁ ଏବେ ମୋ କ୍ୟାରିୟର ବିଷୟରେ ଭାବୁଛି। ସେ ବିଷୟରେ କେବେ ଭାବି ନାହିଁ।

 ‘ତୁ ମୋ ଲଭ୍‌ ଷ୍ଟୋରୀ’ର କୋଆକ୍ଟର ଭୂମିକାଙ୍କ ସଂପର୍କରେ କ’ଣ କହିବେ? ସୁଟିଂ ବେଳେ କେମିତି ଥିଲା କେମେଷ୍ଟ୍ରୀ?

ଭୂମିକା ବହୁତ ଭଲ।  ସୁଟିଂ ସେଟରେ ଆମେ ମିଶି କାମ କରୁଥିଲୁ। ବହୁତ ମସ୍ତୀ ଓ ମଜାକରେ କାମ କରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story