ତୁଟିଲା ଷ୍ଟିଭେଡୋରିଂ ବିବାଦ: ୭ଦିନ ପରେ ସ୍ୱାଭାବିକ ହେଲା ମାଲ ପରିବହନ

ପାରାଦୀପ: ଷ୍ଟିଭେଡୋରିଂ ବିବାଦକୁ ନେଇ ପାରାଦୀପ ବନ୍ଦରରେ ୭ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଆଜିଠାରୁ ପୁଣି ମାଲ ଲୋଡିଂ ଅନଲୋଡିଂ କାମ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଷ୍ଟିଭେଡୋରିଂ ବିବାଦକୁ ନେଇ ଗତକାଲି ଜିଲ୍ଲାପାଳ ଡକାଇଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ପାରାଦୀପ ପୋର୍ଟ, ଡେପୁଟି ଚେୟରମ୍ୟାନ୍, ଜେଏସପିଏଲ ଅଧିକାରୀ, ସି-ବେଜ୍ର ଭାଇସ୍ ପ୍ରେସିଡେଣ୍ଟ, ଓଡ଼ିଶା ଷ୍ଟିଭେଡର୍ସ ଆସୋସିଏସନ୍ ସଭାପତି, ସର୍ବଭାରତୀୟ ଷ୍ଟିଭେଡୋର ମହାସଂଘ କର୍ମକର୍ତ୍ତା, ଶ୍ରମିକ ସଂଗଠନ ନେତା ଓ […]

paradeep

paradeep

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 03:34 AM IST

Sports

Latest News

paradeepପାରାଦୀପ: ଷ୍ଟିଭେଡୋରିଂ ବିବାଦକୁ ନେଇ ପାରାଦୀପ ବନ୍ଦରରେ ୭ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଆଜିଠାରୁ ପୁଣି ମାଲ ଲୋଡିଂ ଅନଲୋଡିଂ କାମ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଷ୍ଟିଭେଡୋରିଂ ବିବାଦକୁ ନେଇ ଗତକାଲି ଜିଲ୍ଲାପାଳ ଡକାଇଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ପାରାଦୀପ ପୋର୍ଟ, ଡେପୁଟି ଚେୟରମ୍ୟାନ୍, ଜେଏସପିଏଲ ଅଧିକାରୀ, ସି-ବେଜ୍ର ଭାଇସ୍ ପ୍ରେସିଡେଣ୍ଟ, ଓଡ଼ିଶା ଷ୍ଟିଭେଡର୍ସ ଆସୋସିଏସନ୍ ସଭାପତି, ସର୍ବଭାରତୀୟ ଷ୍ଟିଭେଡୋର ମହାସଂଘ କର୍ମକର୍ତ୍ତା, ଶ୍ରମିକ ସଂଗଠନ ନେତା ଓ ଅନ୍ୟ ୧୦ଟି ଆସୋସିଏଶନ୍ କର୍ମକର୍ତ୍ତା ଯୋଗ ଦେଇଥିଲେ। ସିବେଜ୍ ସିପିଂ ସହିତ ଅନ୍ୟ ଷ୍ଟିଭେଡୋର୍ସଙ୍କୁ ପର୍ଯ୍ୟାୟକ୍ରମେ ମାଲ ଲୋଡିଂ ଅନଲୋଡିଂ କାମ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ସବୁ ଷ୍ଟିଭେଡୋର୍ସଙ୍କୁ ପୋର୍ଟର ନୀତି ନିୟମ ମାନିବାକୁ କୁହାଯାଇଛି। ଡମ୍ପର ଆସୋସିଏଶନ ମଧ୍ୟ ଡମ୍ପର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ସବୁ ଷ୍ଟେକ ହୋଲଡର ବୈଠକର ନିଷ୍ପତିରେ ସହମତି ପ୍ରକାଶ କରିଛନ୍ତି। ଷ୍ଟିଭେଡୋର୍ସ ଆସୋସିଏଶନର ସଦସ୍ୟ ନ ଥିବା ସିବେଜକୁ ମାଲ ଲୋଡିଂ ଅନଲୋଡିଂ କାମ ଦେବା ନେଇ ବିବାଦ ଦେଖାଦେଇଥିଲା। ଷ୍ଟିଭେଡୋର୍ସ ଆସୋସିଏଶନ ସହିତ ମୋଟ୍ ୧୦ ସଂଗଠନ ଏହାକୁ ବିରୋଧ କରି କାମ ବନ୍ଦ ଆନ୍ଦୋଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story