ରଙ୍ଗିଲା ଗର୍ଲଙ୍କ ରଙ୍ଗୀନ ଚକ୍‌ମା, ପାର୍କିଂ ଫି ନଦେଇ ଖସିଗଲେ ବଲିଉଡ୍ ଅଭିନେତ୍ରୀ ଉର୍ମିଳା

ଭୁବନେଶ୍ୱର: ରଙ୍ଗିଲା ଗର୍ଲଙ୍କ ରଙ୍ଗୀନ ଚକ୍‌ମା । ଭୁବନେଶ୍ୱର ବିମାନବନ୍ଦରରେ ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ମନମାନି।  ପାର୍କିଂ ଫି ବାବଦରେ ମାତ୍ର ୫୫ ଟଙ୍କା ନଦେଇ ଚକ୍‌ମା ଦେଖାଇ ଖସିଗଲେ ଉର୍ମିଳା । ଏହି ୫୫ ଟଙ୍କା ପାଇଁ ଉର୍ମିଳାଙ୍କୁ ୧୫ ମିନିଟ ହଟହଟା ହେବାକୁ ପଡ଼ିଥିଲା।  ଆଉ ଶେଷରେ ଉର୍ମିଳା ବାହାନା ଦେଖାଇ କୌଶଳକ୍ରମେ ଖସିଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଏୟାରପୋର୍ଟ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ। ସୂଚନା ଅନୁଯାୟୀ ଓଡ଼ିଶା […]

Urmila-Matondkar-1

Urmila-Matondkar-1

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 10:54 PM IST

Sports

Latest News

ଭୁବନେଶ୍ୱର: ରଙ୍ଗିଲା ଗର୍ଲଙ୍କ ରଙ୍ଗୀନ ଚକ୍‌ମା । ଭୁବନେଶ୍ୱର ବିମାନବନ୍ଦରରେ ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ମନମାନି।  ପାର୍କିଂ ଫି ବାବଦରେ ମାତ୍ର ୫୫ ଟଙ୍କା ନଦେଇ ଚକ୍‌ମା ଦେଖାଇ ଖସିଗଲେ ଉର୍ମିଳା । ଏହି ୫୫ ଟଙ୍କା ପାଇଁ ଉର୍ମିଳାଙ୍କୁ ୧୫ ମିନିଟ ହଟହଟା ହେବାକୁ ପଡ଼ିଥିଲା।  ଆଉ ଶେଷରେ ଉର୍ମିଳା ବାହାନା ଦେଖାଇ କୌଶଳକ୍ରମେ ଖସିଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଏୟାରପୋର୍ଟ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ।

ସୂଚନା ଅନୁଯାୟୀ ଓଡ଼ିଶା ଫିଲ୍ମଫେୟାର ଆୱାର୍ଡ଼ ପାଇଁ ଭୁବନେଶ୍ୱର ଆସିଥିଲେ ଉର୍ମିଳା। ତାଙ୍କୁ ନେବା ପାଇଁ ପ୍ରଡକ୍ସନ ହାଉସ ଟିମ ବି ଯାଇଥିଲା। ପ୍ରଡକ୍ସନ ଟିମ୍‌ର ଗାଡ଼ି ପାର୍କିଂ ଫି ଦେଇ ଆଗେ ପଳାଇ ଯାଇଥିଲା। ତେବେ ପଛରେ ଆସୁଥିବା ଉର୍ମିଳାଙ୍କ ଗାଡ଼ି ପାର୍କିଂ ଗେଟରେ ଅଟକିବାକୁ ପଡ଼ିଥିଲା।  ପାର୍କିଂ ଫି ପାଇଁ ୫୫ ଟଙ୍କା ଦେବାକୁ  ଷ୍ଟାଣ୍ଡ କର୍ମଚାରୀ ମାଗିଥିଲେ। ହେଲେ ଉର୍ମିଳା ନା ତାଙ୍କ ଡ୍ରାଇଭର କେହି ହେଲେ ୫୫ ଟଙ୍କା ଦେବାକୁ ରାଜି ହୋଇ ନଥିଲେ। ବଲିଉଡର ଏତେବଡ଼ ଦାମୀ ଷ୍ଟାର ହେଲେ ମଧ୍ୟ ୫୫ ଟଙ୍କା ଦେବାକୁ କୁଣ୍ଠାବୋଧ କରିଥିଲେ। ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଷ୍ଟାଣ୍ଡ କର୍ମଚାରୀଙ୍କ ସହ ଉର୍ମଳାଙ୍କ ମଧ୍ୟରେ କଥା କଟାକଟି  ହୋଇଥିଲା।

ଏହି ଘଟଣା ଦେଖି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଯାଇଥିଲେ। ହେଲେ ଏହି ସମୟରେ ଉର୍ମିଳା ଚତୁରତାର  ସହ ଖସିଯାଇଥିଲେ। ଯାହାକୁ ନେଇ ପାର୍କିଂ ଷ୍ଟାଣ୍ଡ କର୍ମଚାରୀ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story