ଉତ୍ତପ୍ତ ସହର ଟିଟିଲାଗଡ଼: ପାରଦ ଛୁଇଁଲା ୪୬.୩  ଡିଗ୍ରୀ ସେଲସିୟସ୍

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହି। ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ପଶ୍ଚିମ ଓଡ଼ିଶାର ତାପମାତ୍ରା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ଥିବାବେଳେ ଅନ୍ୟ ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆସନ୍ତାକାଲି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଗୁଳୁଗୁଳି ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଝାରସୁଗୁଡ଼ାର ତାପମାତ୍ରା ୪୫.୫ ଡିଗ୍ରୀ ଥିବା ବେଳେ […]

hit

hit

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 06:07 PM IST

Sports

Latest News

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହି। ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ପଶ୍ଚିମ ଓଡ଼ିଶାର ତାପମାତ୍ରା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ଥିବାବେଳେ ଅନ୍ୟ ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆସନ୍ତାକାଲି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଗୁଳୁଗୁଳି ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

ଝାରସୁଗୁଡ଼ାର ତାପମାତ୍ରା ୪୫.୫ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୪୨.୯, ଚାନ୍ଦବାଲିରେ ୪୨.୨, କଟକରେ ୪୦, ଭୁବନେଶ୍ୱରରେ ୪୧.୨, ଅନୁଗୋଳରେ ୪୪.୫, ବାରିପଦାରେ ୪୩. ୬, କେନ୍ଦୁଝରରେ ୪୩.୨, ସମ୍ବଲପୁରର  ୪୩.୨, ସୁନ୍ଦରଗଡ଼ରେ ୪୫.୫, ହୀରାକୁଦରେ ୪୪.୬, ତାଳଚେରରେ ୪୫.୫, ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ଫୁଲବାଣୀରେ ୪୧.୫, ମାଲକାନଗିରି ୪୨.୪, ସୋନପୁରରେ ୪୫.୮ ଓ ଢେଙ୍କାନାଳ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରହିଛି।

ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ”ଗତକାଲି ତୁଳନାରେ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିଛି। ଆସନ୍ତାକାଲି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଫଳରେ ଉପକୂଳ ଓଡ଼ିଶାରେ ୧୮ ଓ ୧୯ ତାରିଖରେ ତାପମାତ୍ରା ସାମାନ୍ୟ କମିବ। ହେଲେ ୨୦ରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ରହିବା ସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ।”

ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆଜି ୩୮ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story