ଭିମ୍‌ସାରରେ ଆନ୍ଦୋଳନରତ ଛାତ୍ରଙ୍କ ଜେନେରାଲ ବଡି ମିଟିଂ ଆରମ୍ଭ

ସମ୍ୱଲପୁର: ଡାକ୍ତରୀ ଛାତ୍ର-ନିର୍ଦ୍ଦେଶକ ବିବାଦ ପ୍ରସଙ୍ଗରେ ଆରମ୍ଭ ହୋଇଛି ଆନ୍ଦୋଳନରତ ଛାତ୍ରଙ୍କ ଜେନେରାଲ ବଡି ମିଟିଂ।  ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯିବ। ବୈଠକ ପରେ ନିଷ୍ପତ୍ତି ଜଣାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।  ସେପଟେ ଗତ ୪ ଦିନ ହେଲା ବୁର୍ଲା ଭିମ୍‌ସାରରେ ଜାରି ରହିଛି ଅଚଳାବସ୍ଥା।  ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଏକଛତ୍ରବାଦୀ ଆଚରଣ ଅଭିଯୋଗ କରି ତାଙ୍କୁ ପଦରୁ ହଟାଇବା ଦାବିରେ ଆଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୫ ଦିନରେ ପହଞ୍ଚିଛି। […]

meeting

meeting

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 01:02 PM IST

Sports

Latest News

ସମ୍ୱଲପୁର: ଡାକ୍ତରୀ ଛାତ୍ର-ନିର୍ଦ୍ଦେଶକ ବିବାଦ ପ୍ରସଙ୍ଗରେ ଆରମ୍ଭ ହୋଇଛି ଆନ୍ଦୋଳନରତ ଛାତ୍ରଙ୍କ ଜେନେରାଲ ବଡି ମିଟିଂ।  ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯିବ। ବୈଠକ ପରେ ନିଷ୍ପତ୍ତି ଜଣାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।  ସେପଟେ ଗତ ୪ ଦିନ ହେଲା ବୁର୍ଲା ଭିମ୍‌ସାରରେ ଜାରି ରହିଛି ଅଚଳାବସ୍ଥା।  ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଏକଛତ୍ରବାଦୀ ଆଚରଣ ଅଭିଯୋଗ କରି ତାଙ୍କୁ ପଦରୁ ହଟାଇବା ଦାବିରେ ଆଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୫ ଦିନରେ ପହଞ୍ଚିଛି।

ପିଜି ଛାତ୍ରଛାତ୍ରୀଙ୍କ ସହ ଏମ୍‌ବିଏସ୍ ପିଲା ଆନ୍ଦୋଳନରେ ସାମିଲ ହୋଇଛନ୍ତି।  ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି।  ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଜୁନିୟର ଡାକ୍ତର ସଂଘର ଆଲୋଚନା ପରେ ଆଜି ସଂଘର ଜେନେରାଲ୍ ବଡି ମିଟିଂ ବସିଛି।

ଅନ୍ୟ ପକ୍ଷରେ ଆଜି ନବନିଯୁକ୍ତ ଆଉ ୯ ଡାକ୍ତର ଭିମ୍‌ସାରରେ କାର୍ଯ୍ୟରେ ଯୋଗଦେଇଛନ୍ତି।  ୧୧୬ରୁ ବର୍ତ୍ତମାନ ସୁଦ୍ଧା ୭୯ ଜଣ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story