କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି କି? ଆପଣାଇ ପାରନ୍ତି ଏହି ଉପାୟ

<p>ଲୋକେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାକୁ ଚାହାନ୍ତି। ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥାନ୍ତି। ତେବେ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳେନାହିଁ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା&#039;ହେଲେ ଶାସ୍ତ୍ରବିତ୍&zwnj;ଙ୍କ ଅନୁସାରେ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଚାନ୍ଦିରେ ଗୋଟିଏ ମୁଦି କରନ୍ତୁ। ଯେକୌଣସି ଗୋଟିଏ ଗୁରୁବାର ଦିନ&nbsp; ଏହାକୁ ଶିବ ଲିଙ୍ଗରେ ଛୁଆଇଁ ନିଜ କାଣି ଆଙ୍ଗୁଠିରେ ପିନ୍ଧନ୍ତୁ। ଏହା ପାଳନ କଲେ ତିନି ମାସ ମଧ୍ୟରେ ଭଲ ଫଳ ପାଇବା ସହ ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇପାରିବେ।</p>

Ordigital Desk
  • Published: Thursday, 31 May 2018
  • Updated: 31 May 2018, 07:51 AM IST

Sports

Latest News

<p>ଲୋକେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାକୁ ଚାହାନ୍ତି। ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥାନ୍ତି। ତେବେ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳେନାହିଁ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା&#039;ହେଲେ ଶାସ୍ତ୍ରବିତ୍&zwnj;ଙ୍କ ଅନୁସାରେ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଚାନ୍ଦିରେ ଗୋଟିଏ ମୁଦି କରନ୍ତୁ। ଯେକୌଣସି ଗୋଟିଏ ଗୁରୁବାର ଦିନ&nbsp; ଏହାକୁ ଶିବ ଲିଙ୍ଗରେ ଛୁଆଇଁ ନିଜ କାଣି ଆଙ୍ଗୁଠିରେ ପିନ୍ଧନ୍ତୁ। ଏହା ପାଳନ କଲେ ତିନି ମାସ ମଧ୍ୟରେ ଭଲ ଫଳ ପାଇବା ସହ ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos