ଜିଏସଟି ପାଇଁ ମିନି ୱାର୍ ରୁମ୍‌: ପଢନ୍ତୁ ଏଠୁ କ’ଣ ହେବ ଅପରେସନ୍‌

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ଦେଶରେ ଲାଗୁ ହେବାକୁ ଯାଉଛି ଜିଏସଟି( ଗୁଡ୍‌ସ ଆଣ୍ଡ ସର୍ଭସେସ୍‌ ଟ୍ୟାକ୍ସ)। ଦ୍ରବ୍ୟ ଏବଂ ସେବାକରକୁ   ନେଇ ପ୍ରଥମ ଥର ପାଇଁ  ଐତିହାସିକ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ରାଜ୍ୟ ସରକାରଙ୍କ ସହମତିରେ  ଜିଏସଟି ଲାଗୁ ନେଇ ନିଷ୍ପତ୍ତି  ହୋଇଥିବା ବେଳେ ଏହାକୁ ନେଇ ଏବେ ବି ଅନେକ ଦ୍ୱନ୍ଦ୍ୱ ଉପୁଜିଛି। ଜୁଲାଇ ୧ରୁ କେଉଁ ସାମଗ୍ରୀ ଶସ୍ତା ହେବ କେଉଁ ସାମଗ୍ରୀ ମହଙ୍ଗା ହେବ ସେନେଇ ୪ଟି ସ୍ଲାବ […]

warroom

warroom

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 10:44 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ଦେଶରେ ଲାଗୁ ହେବାକୁ ଯାଉଛି ଜିଏସଟି( ଗୁଡ୍‌ସ ଆଣ୍ଡ ସର୍ଭସେସ୍‌ ଟ୍ୟାକ୍ସ)। ଦ୍ରବ୍ୟ ଏବଂ ସେବାକରକୁ   ନେଇ ପ୍ରଥମ ଥର ପାଇଁ  ଐତିହାସିକ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ରାଜ୍ୟ ସରକାରଙ୍କ ସହମତିରେ  ଜିଏସଟି ଲାଗୁ ନେଇ ନିଷ୍ପତ୍ତି  ହୋଇଥିବା ବେଳେ ଏହାକୁ ନେଇ ଏବେ ବି ଅନେକ ଦ୍ୱନ୍ଦ୍ୱ ଉପୁଜିଛି। ଜୁଲାଇ ୧ରୁ କେଉଁ ସାମଗ୍ରୀ ଶସ୍ତା ହେବ କେଉଁ ସାମଗ୍ରୀ ମହଙ୍ଗା ହେବ ସେନେଇ ୪ଟି ସ୍ଲାବ ମଧ୍ୟ ଗଠନ ହୋଇଛି। ତଥାପି ଏ ବାବଦରେ ଅନେକ ଅନ୍ଧାରରେ ଅଛନ୍ତି।

ଯାହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ କର୍ମଚାରୀମାନଙ୍କୁ ସମସ୍ୟାରେ ପକାଇପାରେ। ତେଣୁ ଜିଏସଟି ସଂକ୍ରାନ୍ତରେ କୌଣସି ସଙ୍କଟ ଉପୁଜିଲେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।  ଏଥିପାଇଁ ସରକାର ଏକ ମିନି ୱାର ରୁମ୍‌ ଗଠନ କରିବେ।  ଯେଉଁଠି ଅଭିଜ୍ଞ କର୍ମଚାରୀମାନେ ରହି ଜିଏସଟି ବାବଦରେ ପରାମର୍ଶ ଦେବେ। ଜିଏସଟିକୁ ନେଇ କୌଣସି ସମସ୍ୟା ଆସିଲେ ସରକାରୀ କର୍ମଚାରୀମାନେ  ଏହି ୱାର ରୁମ୍‌କୁ ଯୋଗାଯୋଗ କରି ପରାମର୍ଶ ନେଇପାରିବେ। ଏହି ୱାର ରୁମ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ବାବଦରେ ମଙ୍ଗଳବାର କେନ୍ଦ୍ର ଏକ୍ସସାଇଜ୍‌ ଏବଂ କଷ୍ଟମସ୍‌(ସିବିଇସି) ମୁଖ୍ୟ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story