ଗୋଟିଏ ମେସେଜ୍‌ ଏବେ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ

ଭୁବନେଶ୍ୱର: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌, ହ୍ୱାଟ୍‌ସ୍‌ଆପ୍‌ ମେସେଜ୍ ଫରୱାର୍ଡିଂ ଉପରେ ଅଙ୍କୁଶ ଲଗାଇଛି। କମ୍ପାନୀର ନୂଆ ନିୟମ ଅନୁସାରେ, ଭାରତରେ ୨୦ କୋଟିରୁ ଅଧିକ ୟୁଜରଙ୍କ ପାଇଁ ମେସେଜ୍ ଫରୱାର୍ଡ କରିବାର ସୀମା ନିର୍ଦ୍ଧାରିତ ହୋଇଛି। ଏଣିକି ଗୋଟିଏ ମେସେଜ୍‌ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ। ନକଲି ଏବଂ ଉତ୍ତେଜକ ସାମଗ୍ରୀର ପ୍ରସାରଣ ଉପରେ ରୋକ୍‌ ଲଗାଇବାରେ ବିଫଳ ହେବା ପରେ ସରକାରଙ୍କ ପକ୍ଷରୁ କମ୍ପାନୀକୁ ଚେତାବନୀ ଦିଆଯାଇଥିଲା। ଏହା ପରେ କମ୍ପାନୀ ଏପରି […]

b7

b7

Ordigital Desk
  • Published: Thursday, 09 August 2018
  • Updated: 09 August 2018, 05:06 PM IST

Sports

Latest News

ଭୁବନେଶ୍ୱର: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌, ହ୍ୱାଟ୍‌ସ୍‌ଆପ୍‌ ମେସେଜ୍ ଫରୱାର୍ଡିଂ ଉପରେ ଅଙ୍କୁଶ ଲଗାଇଛି। କମ୍ପାନୀର ନୂଆ ନିୟମ ଅନୁସାରେ, ଭାରତରେ ୨୦ କୋଟିରୁ ଅଧିକ ୟୁଜରଙ୍କ ପାଇଁ ମେସେଜ୍ ଫରୱାର୍ଡ କରିବାର ସୀମା ନିର୍ଦ୍ଧାରିତ ହୋଇଛି। ଏଣିକି ଗୋଟିଏ ମେସେଜ୍‌ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ।

ନକଲି ଏବଂ ଉତ୍ତେଜକ ସାମଗ୍ରୀର ପ୍ରସାରଣ ଉପରେ ରୋକ୍‌ ଲଗାଇବାରେ ବିଫଳ ହେବା ପରେ ସରକାରଙ୍କ ପକ୍ଷରୁ କମ୍ପାନୀକୁ ଚେତାବନୀ ଦିଆଯାଇଥିଲା। ଏହା ପରେ କମ୍ପାନୀ ଏପରି ପଦକ୍ଷେପ ନେଇଛି।

ଗତ ମାସରେ ହ୍ୱାଟ୍ସଆପ୍ ମେସେଜ୍‌ ଫରୱାର୍ଡ କରିବା ଉପରେ କମ୍ପାନୀ ସୀମା ଧାର୍ଯ୍ୟ କରିବା ପାଇଁ ଟେଷ୍ଟିଂ ଆରମ୍ଭ କରିଥିବା ଘୋଷଣା କରିଥିଲା। କମ୍ପାନୀ ଏକ ଭିଡ଼ିଓ ମଧ୍ୟ ପବ୍ଲିସ୍‌ କରିଛି, ଯେଉଁଥିରେ ନକଲି ଓ ଉଡ଼ା ଖବରକୁ ଚିହ୍ନିବାର ପଦ୍ଧତି ସମ୍ପର୍କରେ କୁହାଯାଇଛି। ଭାରତରେ ଏହାର ସୀମା ୫ଟି ଚାଟ୍ ଯାଏ ଧାର୍ଯ୍ୟ କରାଯାଇଥିବାବେଳେ ଅନ୍ୟ ଦେଶରେ ଏହାର ସୀମା ୨୦ଟି ଚାଟ୍‌ ଯାଏ ରହିଛି।

ଏହା ବ୍ୟତୀତ କମ୍ପାନୀ ଆଣ୍ଡ୍ରଏଡ୍‌ ହ୍ୱାଟ୍ସଆପ୍‌ ୟୁଜରଙ୍କ ପାଇଁ  ବହୁ ପ୍ରତୀକ୍ଷିତ ପିକ୍ଚର-ଇନ୍‌-ପିକ୍ଚର ମୋଡ୍‌ ଉପରେ କାମ କରୁଛି। ଏହାର ଫିଚର ଜାରି ହେବା ପରେ ୟୁଜର ମିନିମାଇଜ୍ ସ୍କ୍ରିନ୍‌ରେ ଭିଡିଓ କଲ୍‌ ଜାରି ରଖି ଅନ୍ୟ ଜାଗାରେ ବ୍ରାଉଜିଂ ମଧ୍ୟ କରିପାରିବେ। ସୂଚନା ଅନୁଯାୟୀ, ହ୍ୱାଟ୍ସଆପ୍‌ ନିକଟରେ 'ଗୁଗଲ ପ୍ଲେ ଭିଟା ପ୍ରୋଗ୍ରାମ' ଜରିଆରେ ନୂଆ ଅପଡେଟ୍‌ ଆଣିଛି । ଏହା କେବଳ 2.12.234 ଭର୍ସନରେ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story