ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ପ୍ରସୂତି

ବଲାଙ୍ଗିର: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ପ୍ରସୂତି। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଧୁନକେଡ଼ା ଗାଁରୁ। ଗାଁର ମଙ୍ଗୁଳ ଚତ୍ରିଆଙ୍କ ପତ୍ନୀଙ୍କର ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଫଳରେ ପ୍ରସୂତିଙ୍କୁ ତାଙ୍କ ସମ୍ପର୍କୀୟମାନେ ଦୁଇଟି ନାଳ ପାରି କରି ଖଟିଆର […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 07:38 AM IST

Sports

Latest News

hospitalବଲାଙ୍ଗିର: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ପ୍ରସୂତି। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଧୁନକେଡ଼ା ଗାଁରୁ। ଗାଁର ମଙ୍ଗୁଳ ଚତ୍ରିଆଙ୍କ ପତ୍ନୀଙ୍କର ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଫଳରେ ପ୍ରସୂତିଙ୍କୁ ତାଙ୍କ ସମ୍ପର୍କୀୟମାନେ ଦୁଇଟି ନାଳ ପାରି କରି ଖଟିଆର ବୋହି ନେଇଥିଲେ।

ପ୍ରାୟ ୨ କିଲୋମିଟର ପ୍ରସୂତିଙ୍କୁ ଖଟିଆରେ ବୁହା ହୋଇ ନିଆଯାଇଥିଲା। ପରେ ରାସ୍ତାରେ ଅପେକ୍ଷା କରିଥିବା କରିଥିବା ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ସଇଁତଳା ମେଡିକାଲ ନିଆଯାଇଥିଲା।

ସୂଚନାଯୋଗ୍ୟ ଯେ ଗତକାଲି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରସୂତିଙ୍କ ରକ୍ତସ୍ରାବ ହେବାରୁ ଗାଁଲୋକେ ତାଙ୍କୁ ଛୁଇଁନଥିଲେ। ଶେଷରେ ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଷ୍ଟ୍ରେଚର୍‌ରେ ୪ କିଲୋମିଟର ବୋହିଥିଲେ।

ଅଧିକ ପଢ଼ନ୍ତୁ-୯ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି: କାହିଁକି ଓ କେଉଁଠି ଜାଣନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story