ଡାକ୍ତର ଲେଖିଲେ ପ୍ରେସକ୍ରିପ୍‌ସନ୍‌: ମେଡିସିନ୍‌ ବଦଳରେ ବାହାରିଲା ଟିସୁ ପେପର, ରୋଗୀ ହତବାକ୍‌

ବଲାଙ୍ଗିର: ବଲାଙ୍ଗିରରେ ଔଷଧ ଷ୍ଟ୍ରିପ୍‌ରୁ ଟିସୁ ପେପର ବାହାରିବା ଘଟଣାକୁ ନେଇ ନିଜ ଦୋଷ ସ୍ୱୀକାର କରିଛନ୍ତି ଔଷଧ ଲେଖିଥିବା ଡାକ୍ତର।  ଡାକ୍ତରଙ୍କୁ ସମ୍ପୃକ୍ତ ମେଡିସିନ କମ୍ପାନୀର ପ୍ରତିନିଧି ଔଷଧ ଭଳି ଦେଖାଯାଉଥିବା ଏକ ସାମ୍ପଲ ପ୍ୟାକେଟ ଦେଇଥିଲେ ।  ଜଣେ ରୋଗୀ ଏହି ଔଷଧ କିଣି ଖାଇବାବେଳକୁ ଟିସୁ  ପେପର ଥିବା ଦେଖି ଆଶ୍ଚଅର୍ଯ୍ୟ  ହୋଇଥିଲେ ।  ଏହି ଔଷଧ ଜଣେ ବୃଦ୍ଧା କିଣି ଆଣିଥିଲେ । ତେବେ ସେ ମନକୁ ମନ କିଣି ନ […]

tissu-2

tissu-2

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 04:18 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରରେ ଔଷଧ ଷ୍ଟ୍ରିପ୍‌ରୁ ଟିସୁ ପେପର ବାହାରିବା ଘଟଣାକୁ ନେଇ ନିଜ ଦୋଷ ସ୍ୱୀକାର କରିଛନ୍ତି ଔଷଧ ଲେଖିଥିବା ଡାକ୍ତର।  ଡାକ୍ତରଙ୍କୁ ସମ୍ପୃକ୍ତ ମେଡିସିନ କମ୍ପାନୀର ପ୍ରତିନିଧି ଔଷଧ ଭଳି ଦେଖାଯାଉଥିବା ଏକ ସାମ୍ପଲ ପ୍ୟାକେଟ ଦେଇଥିଲେ ।  ଜଣେ ରୋଗୀ ଏହି ଔଷଧ କିଣି ଖାଇବାବେଳକୁ ଟିସୁ  ପେପର ଥିବା ଦେଖି ଆଶ୍ଚଅର୍ଯ୍ୟ  ହୋଇଥିଲେ ।  ଏହି ଔଷଧ ଜଣେ ବୃଦ୍ଧା କିଣି ଆଣିଥିଲେ ।

ତେବେ ସେ ମନକୁ ମନ କିଣି ନ ଥିଲେ ବରଂ ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ୍‌ କ୍ରମେ ସେ ଏହା ଆଣିଥିଲେ।  ତେବେ ପ୍ରକୃତରେ ଏଥିରେ ଔଷଧ ନ ଥିଲା ।  ଏହି ମେଡିସିନ ପ୍ୟାକେଟରେ ଔଷଧ ବଦଳରେ  ପ୍ରତି ଟାବଲେଟ୍ ସ୍ଥାନରେ ଏକ ଟିସୁ ପେପର ଥିଲା।  କିନ୍ତୁ ଭୁଲ ବଶତଃ ଡାକ୍ତର ତାଙ୍କୁ ଏହି ଔଷଧ ଦେଇଥିଲେ। ପରେ  ଘଟଣା ପଦାକୁ ଆସିଥିଲା। ଓଟିଭିରେ ଖବର ପ୍ରସାରଣ ପରେ ସମ୍ପୃକ୍ତ ମେଡିସିନ କମ୍ପାନୀର ସେଲସ୍ ମ୍ୟାନେଜର ଏ ନେଇ ପ୍ରକୃତ ତଥ୍ୟ ରଖିଥିଲେ।  ଉପହାର ସ୍ୱରୂପ ଏହି ସାମ୍ପଲ ପ୍ୟାକେଟକୁ ଡାକ୍ତରଙ୍କୁ ଦେଇଥିବା ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story