ଘରେ ପଶି ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା: ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା। ଖୋର୍ଦ୍ଧା ଜିଲ୍ଲା ଜଟଣୀର ଷଣ୍ଢପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ଅନୁପ ବେହେରା। ତାଙ୍କ ମା’ ମୀନା ବେହେରା ଓ ଦୁଇ ଭାଇ ମଧ୍ୟ ଆହତ ହୋଇଛନ୍ତି। ମୀନା ବେହେରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି  ଘଟଣା ଘଟିଥିବା କୁହାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ ଅନୁପଙ୍କ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 09:47 AM IST

Sports

Latest News

ଖୋର୍ଦ୍ଧା: ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା। ଖୋର୍ଦ୍ଧା ଜିଲ୍ଲା ଜଟଣୀର ଷଣ୍ଢପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ଅନୁପ ବେହେରା। ତାଙ୍କ ମା’ ମୀନା ବେହେରା ଓ ଦୁଇ ଭାଇ ମଧ୍ୟ ଆହତ ହୋଇଛନ୍ତି। ମୀନା ବେହେରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି  ଘଟଣା ଘଟିଥିବା କୁହାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଅନୁପଙ୍କ ପରିବାର ସହ ଗାଁର ଅନ୍ୟ ଏକ ପରିବାରର ଶତ୍ରୁତା ଥିଲା। ଗତକାଲି ଏହା ଉଗ୍ରରୂପ ଧାରଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟ ପରିବାର ପରସ୍ପରକୁ ଆକ୍ରମଣ କରିଥିଲେ। ଅନ୍ୟ ପରିବାରର ସଦସ୍ୟମାନେ ଘରେ ପଶି ଅନୁପଙ୍କୁ କାଠ ଫାଳିଆରେ ବାଡ଼େଇଥିଲେ। ତାଙ୍କ ମାଆ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ତାଙ୍କୁ ବି ବାଡ଼େଇ ଥିଲେ। ଅନୁପଙ୍କ ଦୁଇ ଭାଇଙ୍କୁ ମଧ୍ୟ ପିଟି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story