୫ ଜାନୁଆରୀ ଶୁକ୍ରବାର, ଜାଣନ୍ତୁ ଆଜି କାହା ଭାଗ୍ୟରେ କ’ଣ ଘଟିବ

ମେଷ : ବ୍ୟବସାୟ ଆଉ ସଚାକିରିରେ ନିଜର ସ୍ଥିତି ରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ। କିଛି ନୂଆ ନିବେଶ ପାଇଁ ଅପଣଙ୍କ ଦିନ ଭଲ ଅଟେ।  ଆଇନ କାନୁନ ମାମଲାରେ ସହଯୋଗ ପାଇବେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇବେ। ପ୍ରେମ ପ୍ରସଙ୍ଗରେ ଲାଭ ପାଇବେ। ଧନ ଲାଭର ଯୋଗ ରହିଛି। ‘ଓଁ କେଂ କେତୱେ ନମ୍’ ଜପ କରନ୍ତୁ ଦିନ ଭଲରେ କଟିବ।  ବୃଷ : ଆଜିର ଦିନଟି ପାପଣଙ୍କ ପାଇଁ ଶୁଭଙ୍କର। ସମ୍ପର୍କ ଆଉ ପ୍ରେମ ମାମଲା […]

zodaic-1-3-768x401-1-1-1-1-1-2-1-1-1-1-2-1-1-1-3

Rakesh Mallick
  • Published: Friday, 05 January 2018
  • Updated: 05 January 2018, 02:34 AM IST

Sports

Latest News

ମେଷ : ବ୍ୟବସାୟ ଆଉ ସଚାକିରିରେ ନିଜର ସ୍ଥିତି ରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ। କିଛି ନୂଆ ନିବେଶ ପାଇଁ ଅପଣଙ୍କ ଦିନ ଭଲ ଅଟେ।  ଆଇନ କାନୁନ ମାମଲାରେ ସହଯୋଗ ପାଇବେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇବେ। ପ୍ରେମ ପ୍ରସଙ୍ଗରେ ଲାଭ ପାଇବେ। ଧନ ଲାଭର ଯୋଗ ରହିଛି। 'ଓଁ କେଂ କେତୱେ ନମ୍' ଜପ କରନ୍ତୁ ଦିନ ଭଲରେ କଟିବ।

 ବୃଷ : ଆଜିର ଦିନଟି ପାପଣଙ୍କ ପାଇଁ ଶୁଭଙ୍କର। ସମ୍ପର୍କ ଆଉ ପ୍ରେମ ମାମଲା ରେ ଆଜି ଦିନଟି ବହୁତ ଭଲ। ଆପଣ କାର୍ଯ୍ୟସ୍ଥଳରେ ପରିବର୍ତ୍ତନ କରିପାରନ୍ତି। ପୂର୍ବ ଯୋଜନା ଫଳପ୍ରଦ ହେବ। ଖରାପ ସାଙ୍ଗଙ୍କ ଠାରୁ ଦୂରେଇ ରୁହନ୍ତୁ। ଧନ ଲାଭର ଯୋଗ ଅଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। 'ଓଁ ଅଂ ଅଙ୍ଗାରକାୟ ନମ୍' ମନ୍ତ୍ର ଜପ କରନ୍ତୁ ଦିନଟି ଭଲରେ କଟିବ।

ମିଥୁନ : ଜମିଜମା କ୍ଷେତ୍ରରେ ଲାଭ ପାଇବେ। ପରିବାର ରୁ ସହଯୋଗ ମିଳିବ। କିଛି କମରେ ଆପଣଙ୍କୁ ଫାଇଦା ମିଳିବ।  ରାଜଯୋଗର ସମ୍ଭାବନା ରହିଛି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥ ବିନିଯୋଗ ଭବିଷ୍ୟତରେ ଲାଭ ଦେବ। 'ଓଁ କେଂ କେତୱେ ନମ୍' ଜପ କରନ୍ତୁ ସମସ୍ୟା ଦୂର ହେବ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କୁ ଜୀବନ ସାଥୀଙ୍କ ସହଯୋଗ ମିଳିବ। ଲାଗି ରହିଥିବା କୋର୍ଟ, କଚେରୀ ସମସ୍ୟା ଦୂର ହେବ। ବ୍ୟବସାୟ ଠିକ୍ରେ ଚାଲିବ। 'ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍' ମନ୍ତ୍ର ଜପ କରନ୍ତୁ ଦିନ ଭଲରେ କଟିବ।

ସିଂହ : ଗାଡି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମୂଲ୍ୟବାନ ବସ୍ତୁ ସମ୍ଭାଳି କି ରଖନ୍ତୁ। ଚୋରି ହେବା କିମ୍ବା ହଜିବାର ଯୋଗ ରହିଛି। ଯଦି କୌଣସି ବିବାଦ ରହିଛି ତାକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ। 'ଓଁ ସୋଂ ସୋମାୟ ନମ୍' ଜପ କରନ୍ତୁ ବାଧାବିଘ୍ନ ଦୂର ହେବ।

କନ୍ୟା : ଅଶୁଭ ଖବର ପାଇ ମନ ଭାରି ରହିବ। ବିପଦ ଥିବା କାମ କରନ୍ତୁ ନାହିଁ। ବିବାଦକୁ ବଢାନ୍ତୁ ନାହିଁ। କିଛି ଖାସ କାମର  ଫଳ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ।  'ଓଁ ଚଂ ଚନ୍ଦ୍ରମସେ ନମ୍' ମନ୍ତ୍ର ଜପ କରନ୍ତୁ ଭଲ ଫଳ ମିଳିବ।

ତୁଳା : ଆଜିର ଦିନଟି ଆପଣଙ୍କୁ ମିଶ୍ର ଫଳ ଦେବ। ମଉଜ ମଜଲିସ୍ରେ ଦିନ କଟିବ। ପୁରୁଣା ରୋଗ ବାହାରିବାର ସମ୍ଭାବନା ରହିଛି। ଧନ ଲାଭର ଯୋଗ ରହିଛି। 'ଓଂ କେଂ କେତୱେ ନମ୍' ଜପ କରନ୍ତୁ, ଯାହା ବି ସମସ୍ୟା ଆସିବ ଦୂର ହୋଇଯିବ।

 ବିଚ୍ଛା : ଏହି ରାଶିର ବ୍ୟକ୍ତି ଆଜି ପରିଶ୍ରମର ଫଳ ପାଇବେ। ଧନ ଲାଭର ଯୋଗ ରହିଛି। ଅନ୍ୟର ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ, କ୍ଷତିରେ ପଡ଼ିପାରନ୍ତି। 'ଓଁ ରାଂ ରାହୱେ ନମ୍' ମନ୍ତ୍ର ଜପ କରନ୍ତୁ ବିପଦ ଟଳି ଯିବ ଓ ସୁ-ସମ୍ବାଦ ପାଇବେ।

ଧନୁ : ଅନ୍ୟର ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ, ବିପଦରେ ପଡିପାରନ୍ତି। ଭଲ ଖବର ପାଇ ଉତ୍ସହ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। 'ଓଁ କେଂ କେତୱେ ନମ୍' ଜପ କରନ୍ତୁ ଲାଭ ମିଳିବ।

ମକର : ଆଜିର ଦିନଟି ଆପଙ୍କ ପାଇଁ ଶୁଭଙ୍କର ନୁହେଁ। ଅଯଥା ଖର୍ଚ୍ଚ ବଢିବ। ଅଜଣା ବ୍ୟକ୍ତିଙ୍କଠାରୁ ସାବଧାନ ରୁହନ୍ତୁ। ବିବାଦକୁ ଆଗକୁ ବଢ଼ାନ୍ତୁ ନାହିଁ, ବିପଦରେ ପଡ଼ିପାରନ୍ତି। 'ଓଁ ଚଂ ଚନ୍ଦ୍ରମସେ ନମ୍' ମନ୍ତ୍ର ଜପ କରନ୍ତୁ ବିପଦ କଟିବ।

କୁମ୍ଭ : ଆଜିର ଦିନଟି ଅପଣଙ୍କ ପାଇଁ ମଙ୍ଗଳମୟ ରହିବ। ହଠାତ ବଡ଼ ଧରଣର ଲାଭ ପାଇବାର ସମ୍ଭାବନା ରହିଛି। ରାଜଯୋଗ ଥିବାରୁ ଯାହା ପାଇବାକୁ ଉଦ୍ୟମ କରିବେ ସେଥିରେ ସଫଳ ହେବେ। ଯାତ୍ରା ସଫଳ ହେବ। କୌଣସି କାମ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ' ଓଁ ଶଂ ଶନୋଶ୍ଚରାୟ ନମ୍' ଜପ କରନ୍ତୁ।

ମୀନ: ଦୂରଯାତ୍ରା, ଅର୍ଥ ବିନିଯୋଗ ଓ ଚାକିରିରେ ଲାଭ ପାଇବେ। ଅଟିକ ରହିଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟ ଠିକ୍‌ରେ  ଚାଲିବ। 'ଓଁ ରାଂ ରାହୱେ ନମ୍' ଜପ କରନ୍ତୁ ଦିନଟି ଭଲରେ କଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story