ନିର୍ଦ୍ଦେଶନାରେ ପାଦ ଦେଲେ ଆମିରଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଛି। ଇରା ଥିଏଟରରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶନା କରିବାକୁ ଯାଉଥିବା ନାଟକର ନାଁ ହେଉଛି ୟୁରିପାଇଡିସ ମେଡିଆ। ଯାହା ଗ୍ରୀକ୍‌ ଟ୍ରାଜେଡି ଉପରେ ଆଧାରିତ। ଏହି ନାଟକରେ ଦେଶର କିଛି ଚର୍ଚ୍ଚିତ ସହର ଦର୍ଶାଯିବ। ନାଟକର ପ୍ରିମିୟର ଡିସେମ୍ବରରେ ହେଉଛି। ଏହାର ରିହରସଲ୍‌ ମୁମ୍ବାଇରେ ହେବାକୁ ଯାଉଛି। […]

11

11

Biswobandita Swain
  • Published: Friday, 23 August 2019
  • Updated: 23 August 2019, 04:36 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଛି। ଇରା ଥିଏଟରରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶନା କରିବାକୁ ଯାଉଥିବା ନାଟକର ନାଁ ହେଉଛି ୟୁରିପାଇଡିସ ମେଡିଆ। ଯାହା ଗ୍ରୀକ୍‌ ଟ୍ରାଜେଡି ଉପରେ ଆଧାରିତ। ଏହି ନାଟକରେ ଦେଶର କିଛି ଚର୍ଚ୍ଚିତ ସହର ଦର୍ଶାଯିବ। ନାଟକର ପ୍ରିମିୟର ଡିସେମ୍ବରରେ ହେଉଛି। ଏହାର ରିହରସଲ୍‌ ମୁମ୍ବାଇରେ ହେବାକୁ ଯାଉଛି।

ଏକ ସାକ୍ଷାତକାରରେ ଇରା କହିଛନ୍ତି, ଥିଏଟରରୁ ଆରମ୍ଭ କରିବା ପଛରେ କୌଣସି କାରଣ ନାହିଁ।  ମତେ ଥିଏଟର ଭଲ ଲାଗେ। ଟେକେନୋଲୋଜି ଭରା ଦୁନିଆରେ ଥିଏଟର ମତେ ବହୁତ ରିଅଲ୍‌ ଲାଗେ। ମତେ ଏମିତି କିଛି କାହାଣୀ ଖୋଜିବାକୁ ପଡ଼ିବ ଯାହାକୁ ମୁଁ ସମାଜରେ ଦେଖିବାକୁ ଚାହୁଁଛି। ମୋର ସେମିତି କିଛି ଖାସ୍‌ ଶୈଳୀ ନାହିଁ। ମୁଁ ଭିନ୍ନ ଭିନ୍ନ କାହାଣୀକୁ ମୋ ନାଟକରେ ସ୍ଥାନ ଦେବାକୁ ଚାହୁଁଛି।

ସୂଚନା ଅନୁଯାୟୀ, ଝିଅ ଇରା ସମ୍ପର୍କରେ ପୂର୍ବରୁ ବାପା ଆମିର କହିଥିଲେ, ଝିଅ ଇରା ଫିଲ୍ମ ଜଗତରେ ଆଗ୍ରହୀ ଅଛନ୍ତି। କିନ୍ତୁ ତାଙ୍କୁ ନିର୍ଦ୍ଦେଶନା ପସନ୍ଦ।

ଜଣାଇଦେଉଛୁ ଯେ ଇରା ଖାନ୍‌ ଆମିର୍‌ ଏବଂ ରିନା ଦତ୍ତଙ୍କ ଝିଅ। ଇରା ପୂର୍ବରୁ ତାଙ୍କ ବୟଫ୍ରେଣ୍ଡଙ୍କୁ‌ ନେଇ ଚର୍ଚ୍ଚାରେ ରହିଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story