ମୁମ୍ବାଇ : ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍ ଚୌହାନ୍ର ସୁଟିଂ ପ୍ରାୟ ଶେଷ ହୋଇ ଆସିଲାଣି। ଫିଲ୍ମରେ ପୃଥ୍ଵୀରାଜ୍ ଚୌହାନ୍ଙ୍କ ଭୂମିକାରେ ଆକ୍ସନ ହିରୋ ଅକ୍ଷୟ କୁମାର ନଜର ଆସିବାକୁ ଯାଉଥିବା ବେଳେ ଖଳନାୟକ ମହମ୍ମଦ ଘୋରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍। ଫିଲ୍ମରେ ପୃଥ୍ଵୀରାଜ୍ ଚୌହାନ୍ଙ୍କ ପରାକ୍ରମକୁ ଦର୍ଶକେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍ ଚୌହାନ୍ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।
ଇତିହାସକୁ ଦେଖିବାକୁ ଗଲେ, ପୃଥ୍ଵୀରାଜ୍ ଚୌହାନ୍ଙ୍କ ୪ ଜଣ ରାଣୀ ଥିଲେ। କିନ୍ତୁ ଫିଲ୍ମରେ କେବଳ ଦୁଇ ଜଣ ରାଣୀଙ୍କୁ ଦର୍ଶକେ ଦେଖି ପାରିବେ। ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ଆସିବା ସହ ଦ୍ୱିତୀୟ ରାଣୀଙ୍କ ଭୂମିକାରେ କୌଣସି ଟିଭି କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।
National
ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ
ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।