ପୃଥ୍ୱୀରାଜ ଚୌହାନ୍‌ ଫିଲ୍ମରେ ସଂଯୁକ୍ତା ଭୂମିକାରେ ନଜର ଆସିବେ ମାନୁଷୀ

ମୁମ୍ବାଇ : ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର ସୁଟିଂ ପ୍ରାୟ ଶେଷ ହୋଇ ଆସିଲାଣି। ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଆକ୍ସନ ହିରୋ ଅକ୍ଷୟ କୁମାର ନଜର ଆସିବାକୁ ଯାଉଥିବା ବେଳେ ଖଳନାୟକ ମହମ୍ମଦ ଘୋରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍‌। ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ […]

pruthvui-qqqq

pruthvui-qqqq

Biswobandita Swain
  • Published: Monday, 02 September 2019
  • Updated: 02 September 2019, 06:52 PM IST

Sports

Latest News

ମୁମ୍ବାଇ : ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର ସୁଟିଂ ପ୍ରାୟ ଶେଷ ହୋଇ ଆସିଲାଣି। ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଆକ୍ସନ ହିରୋ ଅକ୍ଷୟ କୁମାର ନଜର ଆସିବାକୁ ଯାଉଥିବା ବେଳେ ଖଳନାୟକ ମହମ୍ମଦ ଘୋରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍‌। ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।

ଇତିହାସକୁ ଦେଖିବାକୁ ଗଲେ, ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ୪ ଜଣ ରାଣୀ ଥିଲେ। କିନ୍ତୁ ଫିଲ୍ମରେ କେବଳ ଦୁଇ ଜଣ ରାଣୀଙ୍କୁ ଦର୍ଶକେ ଦେଖି ପାରିବେ। ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ଆସିବା ସହ ଦ୍ୱିତୀୟ ରାଣୀଙ୍କ ଭୂମିକାରେ କୌଣସି ଟିଭି କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story