୨୦୦୯ ରୁ ୨୦୧୯ ଭିତରେ ଛତିଶଗଡ଼ରେ ୧୦ ବଡ଼ ନକ୍ସଲ ଆକ୍ରମଣ, ୨୦୦ ଯବାନ ସହିଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନ ବେଳେ ନକ୍ସଲଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଛତିଶଗଡ଼ ଓ ମହାରାଷ୍ଟ୍ରର ଗଡ଼ଚିରୋଲିରେ ଘନଘନ ନକ୍ସଲ ଆକ୍ରମଣ ଦେଖିବାକୁ ମିଳିଛି। ତେବେ ୨୦୧୪ରେ ସରକାରକୁ ଆସିବା ବେଳେ ନକ୍ସଲ ନିପାତ ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଥିଲେ ସେଥିରେ ଆଶାନୁରୂପ  ସଫଳତା ମିଳିନାହିଁ। ଜାତୀୟ ଗଣମାଧ୍ୟମ ‘ରିପବ୍ଲିକ’ ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଏହା କହିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହ। ଅପରପକ୍ଷେ, ନିର୍ବାଚନ ସମୟରେ ଭୋଟରଙ୍କୁ ଭୟଭୀତ କରିବା ପାଇଁ […]

NAXAL ATTACK

NAXAL ATTACK

Subhransu Sekhar
  • Published: Wednesday, 01 May 2019
  • Updated: 01 May 2019, 04:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନ ବେଳେ ନକ୍ସଲଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଛତିଶଗଡ଼ ଓ ମହାରାଷ୍ଟ୍ରର ଗଡ଼ଚିରୋଲିରେ ଘନଘନ ନକ୍ସଲ ଆକ୍ରମଣ ଦେଖିବାକୁ ମିଳିଛି। ତେବେ ୨୦୧୪ରେ ସରକାରକୁ ଆସିବା ବେଳେ ନକ୍ସଲ ନିପାତ ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଥିଲେ ସେଥିରେ ଆଶାନୁରୂପ  ସଫଳତା ମିଳିନାହିଁ। ଜାତୀୟ ଗଣମାଧ୍ୟମ 'ରିପବ୍ଲିକ' ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଏହା କହିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହ। ଅପରପକ୍ଷେ, ନିର୍ବାଚନ ସମୟରେ ଭୋଟରଙ୍କୁ ଭୟଭୀତ କରିବା ପାଇଁ ମାଓବାଦୀମାନେ ଅନେକ ସ୍ଥାନରେ ବିସ୍ଫୋରଣ କରିବାରେ ସଫଳ ହୋଇଛନ୍ତି। ତେବେ ୨୦୦୯ରୁ ୨୦୧୯ ମଧ୍ୟରେ କେବଳ ଛତିଶଗଡ଼଼ରେ ମାଓବାଦୀ ମାନେ ୧୦ଟି ବଡ଼ ଆକ୍ରମଣ କରିଛନ୍ତି, ଯେଉଁଥିରେ ୨୦୦ରୁ ଅଧିକ ଯବାନ ସହିଦ ହୋଇଥିବା ବେଳେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

୨୮ ଏପ୍ରିଲ ୨୦୧୯: ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସଙ୍କ ଉପରେ ଆକ୍ରମଣ କରିଥିଲେ ମାଓବାଦୀ। ଯେଉଁଥିରେ ୨ ପୁଲିସ ସହିଦ ହୋଇଥିଲେ।

୧୯ ମାର୍ଚ୍ଚ ୨୦୧୯: ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣ କରିଥିଲେ। ଶଶିକାନ୍ତ ତିଓ୍ୱାରୀ ନାମକ ଜଣେ ସିଆରପିଏଫ ଯବାନ ସହିଦ ହେବା ସହ ୫ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

୨୪ ଏପ୍ରିଲ ୨୦୧୭: ଛତିଶଗଡ଼ ସୁକମା ଜିଲ୍ଲାରେ ଖାଇବା ପାଇଁ ବସିଥିବା ବେଳେ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୨୫ରୁ ଅଧିକ ଯବାନ ସହିଦ ହୋଇଥିଲେ।

୧ ମାର୍ଚ୍ଚ ୨୦୧୭: ସୁକମା ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୧୧ ଯବାନ ସହିଦ ହୋଇଥିଲେ ଏବଂ ୩ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଥିଲେ।

୧୧ ମାର୍ଚ୍ଚ ୨୦୧୪: ଛତିଶଗଡ଼ ଝିରମ ଘାଟିରେ ନକ୍ସଲ ଆକ୍ରମଣ କରିଥିଲେ। ଏଥିରେ ୧୫ ଜଣ ଯବାନ ସହିଦ ହୋଇଥିଲେ।

୧୨ ଏପ୍ରିଲ ୨୦୧୪: ଛତିଶଗଡ଼ର ବିଜାପୁର ଏବଂ ଦରଭା ଘାଟିରେ ଆଇଇଡ଼ି ବ୍ଲାଷ୍ଟ କରିଥିଲେ ମାଓବାଦୀ। ଏଥିରେ ୫ ଯବାନଙ୍କ ସହ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟ ହୋଇଥିଲା।

ଡିସେମ୍ୱର ୨୦୧୪: ସୁକମା ଜିଲ୍ଲା ଚିନ୍ତାଗୁଫାରେ ଆଣ୍ଟି ନକ୍ସଲ ଅପରେଶନ ଚାଲିଥିବା ବେଳେ ନକ୍ସଲମାନେ ଆକ୍ରମଣ କରିଥିଲେ ଯେଉଁଥିରେ ୧୪ ଜଣ ଯବାନ ସହିଦ ହୋଇଥିଲେ। ୧୨ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

୨୫ ମେ ୨୦୧୩:  ଝିରମ ଘାଟି ଆକ୍ରମଣରେ ନକ୍ଲଲମାନେ କଂଗ୍ରେସ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ କଂଗ୍ରେସର ୩୦ ନେତାଙ୍କର ପ୍ରାଣହାନି  ହୋଇଥିଲା।

୬ ଏପ୍ରିଲ ୨୦୧୦:  ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲ୍ଲାର ତାଡମେଟଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ନକ୍ସଲ। ଯେଉଁଥିରେ ସିଆରପିଏଫର ୭୬ ଯବାନ ସହିଦ ହୋଇଥିଲେ। ପାଖାପାଖି ୧୨୦ ଜଣ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ୧୦୦୦ରୁ ଅଧିକ ନକ୍ସଲ ସେମାନଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ତେବେ ପ୍ରତିଆକ୍ରମଣରେ ୮ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା।

୧୨ ଜୁଲାଇ ୨୦୦୯: ଛତିଶଗଡ଼ ରାଜନାଂଦଗାଁଓରେ ନକ୍ସଲ ଆକ୍ରମଣ କରିଥିଲେ। ଯେଉଁଥିରେ ୨୯ ଯବାନ ଓ ଜଣେ ପୁଲିସ ଅଧିକାରୀ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story