୨୨ଟି ଭୂତ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ କଲେ ଚଣ୍ଡିଖୋଲ ଆର୍‌ଟିଓ

ଭୁବନେଶ୍ୱର: ଗାଡି ନ ଥାଇ କେବଳ କାଗଜପତ୍ରରେ ନମ୍ବର କରାଯାଇଥିବା ଅଭିଯୋଗରେ ଚଣ୍ଡିଖୋଲ ଆରଟିଓ ଏପରି ୨୨ଟି ଭୂତ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ କରିଛନ୍ତି। ସେହିପରି ଗାଡି ନିର୍ମାତାଙ୍କୁ ଚାଲୁଥିବା ଗାଡିର ଚେସିସ୍ ଓ ଇଞ୍ଜିନ ନମ୍ବର ଠିକ୍‌ ଅଛି କି ନାହିଁ ଜଣାଇବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଏସବୁ ନମ୍ବରରେ ବାସ୍ତବରେ କୌଣସି ଗାଡି ନ ଥିବାରୁ ଏ ସମ୍ପର୍କରେ ଗାଡି ନିର୍ମାଣକାରୀ କମ୍ପାନୀକୁ ଚିଠି ଲେଖିଛନ୍ତି ପରିବହନ ବିଭାଗର ଅତିରିକ୍ତ […]

truck

truck

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 05:39 PM IST

ଭୁବନେଶ୍ୱର: ଗାଡି ନ ଥାଇ କେବଳ କାଗଜପତ୍ରରେ ନମ୍ବର କରାଯାଇଥିବା ଅଭିଯୋଗରେ ଚଣ୍ଡିଖୋଲ ଆରଟିଓ ଏପରି ୨୨ଟି ଭୂତ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ କରିଛନ୍ତି। ସେହିପରି ଗାଡି ନିର୍ମାତାଙ୍କୁ ଚାଲୁଥିବା ଗାଡିର ଚେସିସ୍ ଓ ଇଞ୍ଜିନ ନମ୍ବର ଠିକ୍‌ ଅଛି କି ନାହିଁ ଜଣାଇବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଏସବୁ ନମ୍ବରରେ ବାସ୍ତବରେ କୌଣସି ଗାଡି ନ ଥିବାରୁ ଏ ସମ୍ପର୍କରେ ଗାଡି ନିର୍ମାଣକାରୀ କମ୍ପାନୀକୁ ଚିଠି ଲେଖିଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର। ଏସବୁ ରେଜିଷ୍ଟ୍ରେସନ ନମ୍ବରରେ ଯେଉଁ ଚେସିସି ନମ୍ବର ଓ ଇଞ୍ଜିନ ନମ୍ବର ଦର୍ଶାଯାଇଛି ତା ଠିକ୍‌ ଅଛି ନା ନାହିଁ ଜଣାଇବାକୁ କୁହାଯାଇଛି। ଫଳରେ ଗାଡି ନ ଥାଇ ନୂଆ ନମ୍ବର ହାତେ‍ଇବାର ଅସଲ ଉଦ୍ଦେଶ୍ୟ ପଦାରେ ପଡିଛି। ତୈଳ ପରିବହନ ଲାଗି ଗାଡି ମାଲିକମାନେ କେବଳ ନୂଆ ନମ୍ବର କରି ନେଇ ପୁରୁଣା ଗାଡିକୁ ବୈଧ କରିବା ଲାଗି ଏସବୁ ନମ୍ବର ବ୍ୟବହାର କରୁଥିବା ନଜରକୁ ଆସିଛି।

ଚଣ୍ଡିଖୋଲ ଆରଟିଓ ପ୍ରହଲ୍ଲାଦ ବେହେରା କହିଛନ୍ତି, “ମୁଁ ଖବର ପାଇଲି ଯେ ଏଭଳି ଚେସିସ୍‌ ନମ୍ବରରେ ଗାଡି ବିକ୍ରି ହୋଇନାହିଁ। ଏହି ଗାଡି ନିର୍ମାଣକାରୀ କମ୍ପାନୀଗୁଡିଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ନିଆଯାଇଛି।”

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି, “ଯଦି କୌଣସି ଚେସିସ୍‌ ନମ୍ବର ଓ ଇଞ୍ଜିନ୍ ନମ୍ବରରେ ଆରଟିଓ କି କୌଣସି କର୍ମଚାରୀ ଏପରି ବେଆଇନ କାମ କରିଥିବେ, ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story