ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଦୂର କରିବା ଲାଗି ଆଜି ପୁଣି ବାଚସ୍ପତିଙ୍କ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ବସିଛି। କିନ୍ତୁ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା ଯୋଗ ଦେଇ ନାହାନ୍ତି। ବିଜେପି ବିଧାୟକ ରବି ନାଏକ ଉପସ୍ଥିତ ଥିବା ଜଣାପଡ଼ିଛି। ଗୃହକୁ ସ୍ୱାଭାବିକ କରିବା ଲାଗି ଗତକାଲି ୩ଟି ପର୍ଯ୍ୟାୟରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିରୋଧୀ ଦଳ ନେତା ଯୋଗ ଦେଇ […]

meeting

meeting

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 05:39 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଦୂର କରିବା ଲାଗି ଆଜି ପୁଣି ବାଚସ୍ପତିଙ୍କ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ବସିଛି। କିନ୍ତୁ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା ଯୋଗ ଦେଇ ନାହାନ୍ତି। ବିଜେପି ବିଧାୟକ ରବି ନାଏକ ଉପସ୍ଥିତ ଥିବା ଜଣାପଡ଼ିଛି।

ଗୃହକୁ ସ୍ୱାଭାବିକ କରିବା ଲାଗି ଗତକାଲି ୩ଟି ପର୍ଯ୍ୟାୟରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିରୋଧୀ ଦଳ ନେତା ଯୋଗ ଦେଇ ନ ଥିଲେ ମଧ୍ୟ ତୃତୀୟଟିରେ ଯୋଗ ଦେଇଥିଲେ। ଏହି ତିନୋଟି ପର୍ଯ୍ୟାୟ ବୈଠକରେ ସନ୍ତୋଷଜନକ ଆଲୋଚନା ହୋଇଛି କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ନ ଥିବା ବାଚସ୍ପତି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story