ଅର୍ଯ୍ୟନ ଏବେ କଏଦୀ ନମ୍ବର ୯୫୬

ମୁମ୍ବାଇ: ବଦଳିଲା ବଲିଉଡର କିଙ୍ଗ ଖାନ୍‌ ଶହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ପରିଚୟ। ସେ ଏବେ ମୁମ୍ବାଇ ଆର୍ଥର୍ ଜେଲ୍‌ର କଏଦୀ ନମ୍ବର ୯୫୬। ଏହା ତାଙ୍କ ଅଣ୍ଡରଟ୍ରାଏଲ ନମ୍ବର।  ଆସନ୍ତା ୨୦ ତାରିଖ ଯାଏ ସେ ଏହି ଜେଲରେ ରହିବେ। କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଆର୍ଯ୍ୟନ ଖାନ୍‌ଙ୍କୁ ଜେଲ୍‌ର ଏକ ସାଧାରଣ କଠୋରୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସହ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ମଧ୍ୟ ଜେଲ୍‌ର […]

Aryan Khan

Aryan Khan

Madhupriya Mistry
  • Published: Friday, 15 October 2021
  • Updated: 15 October 2021, 09:09 AM IST

Sports

Latest News

ମୁମ୍ବାଇ: ବଦଳିଲା ବଲିଉଡର କିଙ୍ଗ ଖାନ୍‌ ଶହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ପରିଚୟ। ସେ ଏବେ ମୁମ୍ବାଇ ଆର୍ଥର୍ ଜେଲ୍‌ର କଏଦୀ ନମ୍ବର ୯୫୬। ଏହା ତାଙ୍କ ଅଣ୍ଡରଟ୍ରାଏଲ ନମ୍ବର।  ଆସନ୍ତା ୨୦ ତାରିଖ ଯାଏ ସେ ଏହି ଜେଲରେ ରହିବେ।

କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଆର୍ଯ୍ୟନ ଖାନ୍‌ଙ୍କୁ ଜେଲ୍‌ର ଏକ ସାଧାରଣ କଠୋରୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସହ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ମଧ୍ୟ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜେଲ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ମୁମ୍ବାଇର ସେସନ୍ କୋର୍ଟ ଗତକାଲି ତାଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ଆସନ୍ତା ବୁଧବାର ଯାଏ ରାୟ ସଂରକ୍ଷିତ ରଖିଛନ୍ତି।  ତେଣୁ ଆଉ ୬ ଦିନ ଶାହରୁଖ ଖାନଙ୍କ ପୁଅଙ୍କୁ ଜେଲରେ ରହିବାକୁ ପଡ଼ିବ।

ଗୁରୁବାର ଶୁଣାଣି ବେଳେ ଏନ୍ସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି।  କିଛି ବର୍ଷ ହେଲା ତାଙ୍କର ଏହି ଅଭ୍ୟାସ ଅଛି।  ରେଡ୍ ବେଳେ ଆର୍ଯ୍ୟନଙ୍କ ସାଙ୍ଗ ଅର୍ବାଜ ମର୍ଚ୍ଚାଣ୍ଟଙ୍କଠାରୁ ଚରସ୍ ମିଳିଥିଲା ଏବଂ ଉଭୟେ ଡ୍ରଗ୍ସ ନେବାକୁ ଯୋଜନା କରିଥିବା ଅର୍ବାଜ ସ୍ୱୀକାର କରିଥିଲେ ବୋଲି କହିଥିଲେ ଏନ୍‌ସିବିର ଓକିଲ।

ଆର୍ଯ୍ୟନଙ୍କ କ୍ୱାରେଣ୍ଟାଇନ ସରିଥିବାରୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ସେ ଏବେ ସାଧାରଣ କଏଦୀଙ୍କ ସହିତ ଓ ସାଧାରଣ କଏଦୀ ଭଳି ରହିବେ।  ଫୋନ୍ ବ୍ୟବହାର ପାଇଁ ତାଙ୍କୁ ଅନୁମତି ମିଳିବନି କି ଘରର ଖାଦ୍ୟ ମଧ୍ୟ ଦିଆଯିବ ନାହିଁ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ୧୨ ଦିନ ହେଲା ଜେଲରେ ଅଛନ୍ତି ଆର୍ଯ୍ୟନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story