ବିଧାନସଭାରେ ଅଚଳାବସ୍ଥା ଜାରି: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ୩ଟା ଯାଏଁ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଆଜି ବି ଅଚଳାବସ୍ଥା ଜାରି ରହିଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲେ। କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି ଏନେଇ ସ୍ପଷ୍ଟୀକରଣ ମାଗିଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ପ୍ରଥମେ ୧୧ଟା ୩୦ ଓ ପରେ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି ରଖିଛନ୍ତି। ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, “ବିରୋଧୀ ଦଳଙ୍କ ପକ୍ଷରୁ ଯେଉଁ ଦାବି କରାଯାଉଛି ତାହା ଯୁକ୍ତି ସଙ୍ଗତ […]

assembly

assembly

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 03:38 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଆଜି ବି ଅଚଳାବସ୍ଥା ଜାରି ରହିଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲେ। କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି ଏନେଇ ସ୍ପଷ୍ଟୀକରଣ ମାଗିଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ପ୍ରଥମେ ୧୧ଟା ୩୦ ଓ ପରେ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି ରଖିଛନ୍ତି।

ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, “ବିରୋଧୀ ଦଳଙ୍କ ପକ୍ଷରୁ ଯେଉଁ ଦାବି କରାଯାଉଛି ତାହା ଯୁକ୍ତି ସଙ୍ଗତ ନୁହଁ। ଏହିପରି ଦାବି କଲେ କିପରି ସହମତି ପ୍ରକାଶ ପାଇବ। ଥରେ ଗୋଟିଏ କମିଶନ ଗଠନ ହୋଇସାରିବା ପରେ ତାଙ୍କ ବିରୋଧରେ ମନ୍ତବ୍ୟ ଦେବା ସରକାରଙ୍କ ଅଧିକାର ନାହିଁ। କମିଶନ ଯେତେବେଳେ ତାଙ୍କ ରିପୋର୍ଟ ଦେବେ ତା’ପରେ ସରକାର ଗ୍ରହଣ କରିବେ କି ନାହିଁ ସେ ସମ୍ପର୍କରେ ସରକାର ମତ ରଖିପାରନ୍ତି। ବିରୋଧୀ ଦଳ ୩ଟି ପ୍ରସଙ୍ଗ ଉଠାଇଥିଲେ। ସେଥିମଧ୍ୟରୁ ଦୁଇଟି ପ୍ରସଙ୍ଗରେ ସହମତି ହୋଇସାରିଛି। ଏମ୍‌ଏମ୍ ଦାସ ସମ୍ପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ରଖିବା କଥା କୁହାଯାଉଛି ଏହା ଆଇନସିଦ୍ଧ ନୁହଁ। ଏପରି ଅମୂଳକ ଦାବି ନେଇ ବିରୋଧୀ ଗୃହ ଅଚଳ କରିବାକୁ ଚାହଁନ୍ତି ଏଥିରେ କାହାର କିଛି କହିବାର ନାହିଁ। ଯାହା ଆଇନ ସମତଃ ନୁହଁ ଏପରି ଦାବି ବିରୋଧୀ ଦଳ ରଖିବା ଉଚିତ ନୁହଁ।”

ଆଜି ପୁଣି ବାଚସ୍ପତି ନିରଞ୍ଜନ ପୂଜାରୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଶା କରାଯାଉଛି ଆଜିର ଏହି ବୈଠକରେ କିଛି ନିର୍ଯ୍ୟାସ ବାହାରିବ। ଅନ୍ୟପକ୍ଷରେ ଅନୁସୂଚିତ ଜାତି ଓ ଜନଜାତିର ବିଧାୟକମାନେ ବିଭିନ୍ନ ଦାବି ନେଇ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଛନ୍ତି। ଓଆର୍‌ଭି ଆକ୍ଟ ତୁରନ୍ତ ଲାଗୁ କରାଯାଉ ଦାବିରେ ୭ ଦିନ ପୂର୍ବରୁ ବିଧାୟକମାନେ ଧାରଣାରେ ବସିଥିଲେ। ସାତ ଦିନ ମଧ୍ୟରେ ସରକାରଙ୍କ ସହ ଯୋଗାଯୋଗ କରି ଦାବି ପୂରଣ କରାଯିବ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ସନ୍ଧ୍ୟାରେ ହୋଇଥିବା ଆଲୋଚନାରେ  କୌଣସି ସୁଫଳ  ମିଳି ନଥିଲା। ଦୀର୍ଘ ୧୬ ବର୍ଷ ଧରି ଆମେ ଏହି ଦାବି କରି ଆସୁଛୁ ବୋଲି ବିଧାୟକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story