ଚିଟ୍‌ଫଣ୍ଡ୍‌ ସଂସ୍ଥା ରୋଜଭ୍ୟାଲିର ଆଂଶିକ ସମ୍ପତ୍ତି ନିଲାମୀ ଆରମ୍ଭ

କଟକ: କଟକରେ ଆଜି ଆରମ୍ଭ ହୋଇଛି ଚିଟ୍‌ଫଣ୍ଡ୍‌ ସଂସ୍ଥା ରୋଜଭ୍ୟାଲିର ଆଂଶିକ ସମ୍ପତ୍ତି ନିଲାମୀ ପ୍ରକ୍ରିୟା। ଜବତ ରୋଜଭ୍ୟାଲି ସମ୍ପତ୍ତି ମୂଲ୍ୟ ୪କୋଟି ଟଙ୍କା ଆକଳନ କରାଯାଇଛି। ଇ-ନିଲାମ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ତହସିଲ ଓ ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲ ଅଧୀନରେ ଥିବା କିଛି ସମ୍ପତ୍ତି ନିଲାମ କରାଯାଉଛି। ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଆପାର୍ଟମେଣ୍ଟର ୪ଟି ଫ୍ଳାଟ୍ ନିଲାମ ହେବ।   କଟକର ଏକ କ୍ଷମତାପ୍ରାପ୍ତ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମୀ କରାଯାଉଛି। […]

rose-vally-

rose-vally-

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 01:04 PM IST

Sports

Latest News

କଟକ: କଟକରେ ଆଜି ଆରମ୍ଭ ହୋଇଛି ଚିଟ୍‌ଫଣ୍ଡ୍‌ ସଂସ୍ଥା ରୋଜଭ୍ୟାଲିର ଆଂଶିକ ସମ୍ପତ୍ତି ନିଲାମୀ ପ୍ରକ୍ରିୟା। ଜବତ ରୋଜଭ୍ୟାଲି ସମ୍ପତ୍ତି ମୂଲ୍ୟ ୪କୋଟି ଟଙ୍କା ଆକଳନ କରାଯାଇଛି। ଇ-ନିଲାମ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ତହସିଲ ଓ ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲ ଅଧୀନରେ ଥିବା କିଛି ସମ୍ପତ୍ତି ନିଲାମ କରାଯାଉଛି। ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଆପାର୍ଟମେଣ୍ଟର ୪ଟି ଫ୍ଳାଟ୍ ନିଲାମ ହେବ।   କଟକର ଏକ କ୍ଷମତାପ୍ରାପ୍ତ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମୀ କରାଯାଉଛି।

ରାଜ୍ୟରେ ଲକ୍ଷ ଲକ୍ଷ  ଟଙ୍କା ଚିଟଫଣ୍ଡ ଜମାକାରୀ  ହତାଶ ହୋଇପଡ଼ିଥିବା ବେଳେ ଏବେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story