କାହିଁକି ଦାଗୀ ନେତାକୁ ଟିକେଟ ଦେବ ? ପେଞ୍ଚ ମାରିଲେ ଇସି

ନୂଆଦିଲ୍ଲୀ: ୟୁପି ସମେତ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଆସନ୍ତା ବର୍ଷ ହେବାକୁଥିବା ଏହି ନିର୍ବାଚନ ପାଇଁ  ଆଜି କେନ୍ଦ୍ର ନିର୍ବାଚନ ଆୟୋଗ ତାରଖ ଘୋଷଣା କରିଛନ୍ତି। ସାତୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ପାଇଁ ଆଜିଠାରୁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତା ନିର୍ବାଚନ ପାଇଁ ଜାରି କରାଯାଇ ଥିବା ନିୟମରେ  ପ୍ରଥମଥର ପାଇଁ  ଦାଗୀ ନେତାଙ୍କୁ ପେଞ୍ଚ ମାରିଛନ୍ତି। ନିର୍ବାଚିତ ଆୟୋଗଙ୍କ  ଗୁରୁତ୍ୱପୂର୍ଣ୍ଣ ଘୋଷଣା […]

election

election

Tapas Behera
  • Published: Saturday, 08 January 2022
  • Updated: 08 January 2022, 09:53 PM IST

Sports

Latest News

ନୂଆଦିଲ୍ଲୀ: ୟୁପି ସମେତ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଆସନ୍ତା ବର୍ଷ ହେବାକୁଥିବା ଏହି ନିର୍ବାଚନ ପାଇଁ  ଆଜି କେନ୍ଦ୍ର ନିର୍ବାଚନ ଆୟୋଗ ତାରଖ ଘୋଷଣା କରିଛନ୍ତି। ସାତୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ପାଇଁ ଆଜିଠାରୁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତା ନିର୍ବାଚନ ପାଇଁ ଜାରି କରାଯାଇ ଥିବା ନିୟମରେ  ପ୍ରଥମଥର ପାଇଁ  ଦାଗୀ ନେତାଙ୍କୁ ପେଞ୍ଚ ମାରିଛନ୍ତି। ନିର୍ବାଚିତ ଆୟୋଗଙ୍କ  ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅନୁଯାୟୀ, କଳଙ୍କିତ ପ୍ରାର୍ଥୀଙ୍କୁ ସେମାନଙ୍କର ଅପରାଧିକ ରେକର୍ଡ ଖବରକାଗଜରେ ବିଜ୍ଞାପନ ଦେବାକୁ ପଡ଼ିବ। ସେମାନଙ୍କୁ ଦଳ କାହିଁକି ଟିକେଟ ଦେଉଛି  ତାର କାରଣ ଦର୍ଶଇବାକୁ ପଡ଼ିବ।

ରାଜନୈତିକ ଦୃଷ୍ଟିକୋଣରୁ  ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ୧୦ ନିର୍ବାଚନ ହେବ।  ଏହା ପରେ ଅବଶିଷ୍ଟ ୬ଟି ପର୍ଯ୍ୟାୟ ଫେବୃଆରୀ ୧୪,୨୦,୨୩ ଓ ୨୭ ଏବଂ ମାର୍ଚ୍ଚ ୩ ଏବଂ ୭ତାରିଖରେ  ମତଦାନ ହେବ।

ଏହା ବ୍ୟତୀତ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଗୋଆରେ ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ମଣିପୁର ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା ମାର୍ଚ୍ଚ ୧୦ରେ ହେବ ।

ଏହା ସହିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନ କେତେକ ନୂଆ କଟକଣା ଲଗାଇଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନିର୍ବାଚନୀ ସଭା, ରାଲି, ରୋଡ ସୋ, ପଦଯାତ୍ରା ଆଦି କରିପାରିବେ ନାହିଁ । ୧୫ ତାରିଖ ପରେ ସ୍ଥିତିର ସମୀକ୍ଷା ପରେ ଆୟୋଗ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିବେ । ଅନ୍ୟପକ୍ଷରେ ଚଳିତ ଥର ପାରମ୍ପରିକ ଜନସଭା ଅପେକ୍ଷା ଭର୍ଚୁଆଲ ଜନସଭା, ଜିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ କମିଶନ ରାଜନୈତିକ ଦଳମାନଙ୍କୁ ନିବେଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story