ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଡାକ୍ତର ଦେବାଶିଷ ମାରାଣ୍ଡି, ସେ ହେଉଛନ୍ତି SCB ମେଡିକାଲ୍ କଲେଜର ପୂର୍ବତନ ଛାତ୍ର ନେତା