ଟଙ୍କା ପାଇଁ ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଟଙ୍କା ଭାଗବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଭଦ୍ରପୁର ଗାଁରେ। ଟ୍ରାନ୍ସପୋର୍ଟିଂ ଟଙ୍କା ଭାଗବଣ୍ଟାକୁ ନେଇ ବାପପୁଅ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ବେଳେ ପୁଅ ପୀତାମ୍ବର ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ପାଖରେ ଥିବା ଏକ ପଥର ଆଣି ବାପା ନାରାୟଣ ତଳେ ପଡ଼ିଥିବା ପୀତାମ୍ବରଙ୍କ ମୁଣ୍ଡକୁ ଛେଚି ଦେଇଥିବା […]

murder.jpg-1

murder.jpg-1

Tapas Behera
  • Published: Sunday, 01 September 2019
  • Updated: 01 September 2019, 10:45 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଟଙ୍କା ଭାଗବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଭଦ୍ରପୁର ଗାଁରେ।

ଟ୍ରାନ୍ସପୋର୍ଟିଂ ଟଙ୍କା ଭାଗବଣ୍ଟାକୁ ନେଇ ବାପପୁଅ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ବେଳେ ପୁଅ ପୀତାମ୍ବର ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ପାଖରେ ଥିବା ଏକ ପଥର ଆଣି ବାପା ନାରାୟଣ ତଳେ ପଡ଼ିଥିବା ପୀତାମ୍ବରଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ହିଁ ପୀତାମ୍ବରଙ୍କ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ନାରାୟଣଙ୍କ ଦ୍ୱିତୀୟ ସ୍ତ୍ରୀର ପୁଅ ଗୌତମ ସାମିଲ ଥିବା କୁହାଯାଉଛି। ବାମେବାରୀ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story