ହରିଶଙ୍କର ଠାରୁ ନୃସିଂହନାଥ ରୋପ୍ ୱେ କରିବେ କହି ନବୀନ କଲେ ପ୍ରତାରଣା

ପାଟଣାଗଡ଼(କରୁଣାକର ବୁଡ଼େକୟ): ପଶ୍ଚିମଓଡ଼ିଶାବାସୀଙ୍କୁ ପ୍ରତାରଣା କରିଛନ୍ତି ନବୀନ ସରକାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର ପ୍ରସିଦ୍ଧ ହରିଶଙ୍କର ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରୋପ୍ ୱେ ନିର୍ମାଣ କରିବେ ବୋଲି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ତଥା ଘୋଷଣା ଏବେ ପ୍ରତ୍ୟାହାର କରି ନେଇଛନ୍ତି। ଶାସନକୁ ୨୫ ବର୍ଷ ପୂରିଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତିନି ହରିଶଙ୍କର କେଉଁଠି ? ଏ ସ୍ଥାନର ଗୁରୁତ୍ୱ କ’ଣ ? ସେ ଆସନ୍ତୁ ଏବଂ ଦେଖିକରି ଯାଆନ୍ତୁ, ଏହା କିପରି ଜାଗା। […]

jalasatygraha

jalasatygraha

Niranjan Mishra
  • Published: Monday, 10 October 2022
  • Updated: 10 October 2022, 06:32 PM IST

Sports

Latest News

ପାଟଣାଗଡ଼(କରୁଣାକର ବୁଡ଼େକୟ): ପଶ୍ଚିମଓଡ଼ିଶାବାସୀଙ୍କୁ ପ୍ରତାରଣା କରିଛନ୍ତି ନବୀନ ସରକାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର ପ୍ରସିଦ୍ଧ ହରିଶଙ୍କର ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରୋପ୍ ୱେ ନିର୍ମାଣ କରିବେ ବୋଲି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ତଥା ଘୋଷଣା ଏବେ ପ୍ରତ୍ୟାହାର କରି ନେଇଛନ୍ତି। ଶାସନକୁ ୨୫ ବର୍ଷ ପୂରିଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତିନି ହରିଶଙ୍କର କେଉଁଠି ? ଏ ସ୍ଥାନର ଗୁରୁତ୍ୱ କ’ଣ ? ସେ ଆସନ୍ତୁ ଏବଂ ଦେଖିକରି ଯାଆନ୍ତୁ, ଏହା କିପରି ଜାଗା। ସେମାନେ କେବଳ ଗନ୍ଧମାର୍ଦ୍ଦନକୁ ବିକ୍ରି କରିବାକୁ ଷଡଯନ୍ତ୍ର କରୁଛନ୍ତି। ହେଲେ ଏହା କରାଇ ଦିଆଯିବନାହିଁ। ଏଭଳି ଅଭିଯୋଗ କରିଛି କୋଶଲ ମୁକ୍ତି ମୋର୍ଚ୍ଚା ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ। ଆଜି ଠାରୁ ଦୁଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ହରିଶଙ୍କର ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରୋପ୍ ୱେ ନିର୍ମାଣ ଓ ଗନ୍ଧମାର୍ଦ୍ଦନକୁ ପର୍ଯ୍ୟଟନସ୍ଥଳ ଭାବେ ଉନ୍ନତିକରଣ କରିବାକୁ ଦାବି କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି। ଶବ ପାଣିରୁ ବାହାରିବ ପଛେ, ଦାବି ପୂରଣ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଜଳ ସତ୍ୟାଗ୍ରହରୁ ହଟିବେ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ତଥା ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ସୁଶୀଲ କୁମାର ଗୁରୁ ଓ କୋଶଲ ମୁକ୍ତି ମୋର୍ଚ୍ଚା ଆବାହକ ଡିଙ୍ଗର କୁମ୍ଭାର କହିଛନ୍ତି।

ଏନେଇ ଶ୍ରୀଗୁରୁ କହିଛନ୍ତି, ଉପକୂଳ ଓଡ଼ିଶାର ୮ ସ୍ଥାନରେ ରୋପ ୱେ କରିବାକୁ ସରକାର ଘୋଷଣା କରିଛନ୍ତି। ମାତ୍ର ପଶ୍ଚିମଓଡ଼ିଶାରେ ଗୋଟିଏ ହେଲେ କଲେନି। ଏକଦା ୫ଟି ସଚିବ, ଓଟିଡିସିର ତତ୍କାଳିନ ଅଧ୍ୟକ୍ଷା ଏଠାକୁ ଗସ୍ତ କରି ୧୦୦ ଟଙ୍କା ଖର୍ଚ୍ଚରେ ଗନ୍ଧମାର୍ଦନରେ ପର୍ଯ୍ୟଟନର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସରକାର ଏହି ଗନ୍ଧମାର୍ଦ୍ଦନ ପାହାଡ଼କୁ ଭାଙ୍ଗିବା ଲାଗି ପ୍ରାୟ ୮ଟି କମ୍ପାନୀ ସହ ଏମ୍‌ଓୟୁ କରିଛନ୍ତି। ତେଣୁ ଏଥିଲାଗି ବୋଧହୁଏ ନବୀନ ପଟ୍ଟନାୟକ ସରକାର ଏଠାରେ ହେବାକୁ ଥିବା ରୋପ୍ ୱେକୁ ବାତିଲ କରିଛନ୍ତି। ଯାହାକୁ ବିରୋଧ କରି ଜଳ ସତ୍ୟାଗ୍ରହ କରାଯାଉଛି। ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଅନ୍ଦୋଳନରୁ କେହି ବି ହଟିବେନି। ଏହି ସ୍ଥାନକୁ ବୈଶାଖ ଯାତ୍ରା ସମେତ ବର୍ଷ ତମାମ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଏଭଳି ପର୍ଯ୍ୟଟନ ସ୍ଥଳୀ ଅନ୍ୟ ସ୍ଥାନରେ ନାହିଁ। ଅନୁଷ୍ଠାନ ପକ୍ଷରୁ କିଛି ବର୍ଷ ତଳେ ହୋଇଥିବା ଅନ୍ଦୋଳନ ବେଳେ ନୃସିଂହନାଥର ବିକାଶ ଲାଗି ୧୫ କୋଟି ଓ ହରିଶଙ୍କରର ବିକାଶ ଲାଗି ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ପ୍ରଶାସନ କହିଥିଲା। ହେଲେ ଏବେ ଜଣାପଡ଼ିଛି, ଏହା ସରକାରଙ୍କ ପକ୍ଷରୁ କେବଳ ଏକ ନିର୍ବାଚନ ଚାଲ ଥିଲା।

ଶ୍ରୀ କୁମ୍ଭାର କହିଛନ୍ତି, ସରକାର ଗନ୍ଧମାର୍ଦ୍ଦନକୁ ବିକ୍ରି କରିବାକୁ ଯୋଜନା କରୁଥିଲେ। ଏହାକୁ ବିରୋଧ ହେବା ପରେ ଏଠାରେ ପର୍ଯ୍ୟଟନର ବିକାଶ ନିମନ୍ତେ ରୋପ ୱେ କରିବାକୁ ଘୋଷଣା ହୋଇଥିଲା। ଫଳରେ ଅଞ୍ଚଳବାସୀ ଖୁସୀ ହୋଇଥିଲେ। ହେଲେ ସରକାର ଲୋକଙ୍କୁ ପ୍ରତାରଣା କରିଛନ୍ତି। ରୋପ ୱେକୁ ବାତିଲ କରିଛନ୍ତି। ଯାହାକୁ ବିରୋଧ କରି ଜଳ ସତ୍ୟାଗ୍ରହ କରାଯାଉଛି। ସରକାର ତୁରନ୍ତ ଏହି ସ୍ଥାନର ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ସହ ରୋପ ୱେ ନିର୍ମାଣ କରିବାକୁ ଘୋଷଣା କରନ୍ତୁ। ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ସୃଦୁଢ଼ କରିବ ଓ ଓଡ଼ିଶାର ପ୍ରସିଦ୍ଧି ବଢ଼ିବ।

ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story