ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ ମାସ ଧରି ଚାଲିଛି ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ। ଆଉ ଏଥିଯୋଗୁ ଏକରକମ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା। ନ୍ୟାୟ ଅପେକ୍ଷାରେ ଲକ୍ଷ ଲକ୍ଷ ମହକିଲ୍ । ଏହାକୁ ଗୁରୁତର ସହ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ୍ ଆଜି ହାଇକୋର୍ଟ ବାର୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘକୁ ନୋଟିସ୍ କରିଛନ୍ତି  ହାଇକୋର୍ଟ ରେଜିଷ୍ଟ୍ରାର। ଜେନେରାଲଙ୍କୁ ପକ୍ଷରୁ ଦାୟର ହୋଇଥିବା ଏ […]

546

546

Tapas Behera
  • Published: Tuesday, 15 October 2019
  • Updated: 15 October 2019, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ ମାସ ଧରି ଚାଲିଛି ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ। ଆଉ ଏଥିଯୋଗୁ ଏକରକମ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା। ନ୍ୟାୟ ଅପେକ୍ଷାରେ ଲକ୍ଷ ଲକ୍ଷ ମହକିଲ୍ । ଏହାକୁ ଗୁରୁତର ସହ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ୍ ଆଜି ହାଇକୋର୍ଟ ବାର୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘକୁ ନୋଟିସ୍ କରିଛନ୍ତି  ହାଇକୋର୍ଟ ରେଜିଷ୍ଟ୍ରାର। ଜେନେରାଲଙ୍କୁ ପକ୍ଷରୁ ଦାୟର ହୋଇଥିବା ଏ ସଂପର୍କିତ ମାମଲାର ଶୁଣାଣି କରି ୨୧ ତାରିଖ ସୁଦ୍ଧା ଜବାବ ଦେବାକୁ ପୂର୍ଣ୍ଣ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ହାଇକୋର୍ଟ ଇତିହାସରେ ବିରଳ। ପ୍ରଥମ ଥର ପାଇଁ ମାମଲାର ଶୁଣାଣି କଲେ ୧୪ ଜଣିଆ ଫୁଲ୍ ବେଞ୍ଚ୍ । ମାସ ମାସ ଧରି ଲାଗିରହିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ବିଚାର ପ୍ରକ୍ରିୟାରେ ସମସ୍ୟା ଉପୁଜୁଥିବାରୁ ଏଥିରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଆନ୍ଦୋଳନରତ ଓକିଲ ସଂଘଗୁଡ଼ିକୁ ନୋଟିସ୍ ପଠାଇବା ସହ ୨୧ ତାରିଖ ସୁଦ୍ଧା ନିଜ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ବାର୍ କାଉନସିଲ୍ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି ବେଞ୍ଚ୍ । ଆସନ୍ତାକାଲି ହାଇକୋର୍ଟ ବାର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

କୋରାପୁଟରୁ କଳାହାଣ୍ଡି, ସମ୍ବଲପୁରରୁ ବ୍ରହ୍ମପୁର । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି ଓକିଲ ସଂଘ। ସମ୍ବଲପୁର ଓକିଲ ସଂଘ ମାସର ଶେଷ ୩ଟି କାର୍ଯ୍ୟଦିବସରେ କୋର୍ଟ, କଚେରୀ ସହ ସରକାରୀ ଅଫିସ ବନ୍ଦ କରୁଛି। ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୧ ମାସ ହେଲାଣି କର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ସ୍ଥାୟୀ ବେଞ୍ଚ ଦାବିରେ ବ୍ରହ୍ମପୁରରେ ମଧ୍ୟ ଓକିଲ ସଂଘ ପ୍ରତି ମାସରେ ୪ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସେପଟେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story