ଏଚ୍‌ଆଇଏଲ: ଉତ୍ତରପ୍ରଦେଶକୁ ହରାଇଲା ପଞ୍ଜାବ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଉତ୍ତରପ୍ରଦେଶ ୱିଜାର୍ଡସକୁ ଜେପି ପଞ୍ଜାବ ୱାରିୟର୍ସ ୦-୧ ଗୋଲରେ ପରାସ୍ତ କରିଛି। ଖେଳ ଆରମ୍ଭ ହେବାର ୩୫ ମିନିଟ୍‌ରେ ପଞ୍ଜାବର ମିଙ୍କ ଭନ୍‌ ଡର ୱିରଡେନ୍‌ ଗୋଟିଏ ଗୋଲ ଦେଇଛନ୍ତି। ମାତ୍ର ଉତ୍ତରପ୍ରଦେଶର କୌଣସି ଖେଳାଳି ଗୋଲ ଦେଇପାରିନଥିଲେ। ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ଏକ ନମ୍ୱରରେ ରହିଛନ୍ତି। କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ […]

panjab win in hil

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 09:20 PM IST

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଉତ୍ତରପ୍ରଦେଶ ୱିଜାର୍ଡସକୁ ଜେପି ପଞ୍ଜାବ ୱାରିୟର୍ସ ୦-୧ ଗୋଲରେ ପରାସ୍ତ କରିଛି। ଖେଳ ଆରମ୍ଭ ହେବାର ୩୫ ମିନିଟ୍‌ରେ ପଞ୍ଜାବର ମିଙ୍କ ଭନ୍‌ ଡର ୱିରଡେନ୍‌ ଗୋଟିଏ ଗୋଲ ଦେଇଛନ୍ତି। ମାତ୍ର ଉତ୍ତରପ୍ରଦେଶର କୌଣସି ଖେଳାଳି ଗୋଲ ଦେଇପାରିନଥିଲେ।

ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ଏକ ନମ୍ୱରରେ ରହିଛନ୍ତି। କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

Related story