ଆଇଏଏସ୍ ସ୍ତରରେ ଅଦଳବଦଳ; ରଂଜନା ଚୋପ୍ରା ସ୍କୁଲ୍ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର: ଆଜି ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ରଂଜନା ଚୋପ୍ରାଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ବିଜୟ ଆରୋରାଙ୍କୁ ସାଧାରଣ ଉଦ୍ୟୋଗ, ସି.ଜେ ବେଣୁଗୋପାଳଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ବେଣୁଗୋପାଳଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଭିଭି ଶର୍ମାଙ୍କୁ ଓସଡମାର ଏମଡି ଓ ପ୍ରଶାସନିକ ସଂସ୍କାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

secretariat

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 11:04 AM IST

Related story