ଆସନ୍ତାକାଲି କନ୍ଧମାଳ ଦଙ୍ଗା ମାମଲାର ରିପୋର୍ଟ ଦେବେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ୍

ଭୁବନେଶ୍ୱର: ଆସନ୍ତାକାଲି କନ୍ଧମାଳ ଦଙ୍ଗା ମାମଲାର ରିପୋର୍ଟ ଦେବେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ୍। କମିଶନ ଗୃହ ସଚିବଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ। ତଦନ୍ତକାଳରେ କମିଶନଙ୍କ ନିକଟରେ ୮୨୫ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସେହିପରି କମିଶନ୍ ମୋଟ ୩ ଶହ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭୮ ଜଣ ସରକାରୀ କର୍ମଚାରୀ ଓ ୨୨୨ ଜଣ ଅନ୍ୟ ସାକ୍ଷୀ। ତଦନ୍ତ କମିଶନ ଏକ ହଜାର ୨୬ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। […]

kandhamala

kandhamala

Rakesh Mallick
  • Published: Monday, 21 December 2015
  • Updated: 22 December 2015, 01:49 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି କନ୍ଧମାଳ ଦଙ୍ଗା ମାମଲାର ରିପୋର୍ଟ ଦେବେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ୍। କମିଶନ ଗୃହ ସଚିବଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ। ତଦନ୍ତକାଳରେ କମିଶନଙ୍କ ନିକଟରେ ୮୨୫ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସେହିପରି କମିଶନ୍ ମୋଟ ୩ ଶହ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭୮ ଜଣ ସରକାରୀ କର୍ମଚାରୀ ଓ ୨୨୨ ଜଣ ଅନ୍ୟ ସାକ୍ଷୀ।

ତଦନ୍ତ କମିଶନ ଏକ ହଜାର ୨୬ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କନ୍ଧମାଳ ଦଙ୍ଗା ପରେ ରାଜ୍ୟ ସରକାର ପ୍ରଥମେ ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତେବେ ତାଙ୍କର ପରଲୋକ ପରେ ଜଷ୍ଟିସ ଏ.ଏସ୍. ନାଇଡୁ ୨୦୧୨ରୁ ଏହାର ତଦନ୍ତ କରୁଛନ୍ତି। ଦଙ୍ଗା କାହିଁକି ହେଲା ଓ ଭବିଷ୍ୟତରେ କେମିତି ଏଭଳି ଘଟଣା ରୋକାଯାଇପାରିବ ସେ ନେଇ କମିଶନ କିଛି ପ୍ରସ୍ତାବ ଦେଇପାରନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story