ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଲେ କୀର୍ତ୍ତି ଆଜାଦ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଦୁର୍ନୀତି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରକୁ ଆଙ୍ଗୁଠି ଉଠାଇ ବୁଧବାର ଦଳରୁ ନିଲମ୍ବିତ ହୋଇଥିବା ସାଂସଦ କୀର୍ତ୍ତି ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦଳରୁ ତାଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି। ଆଜାଦ କହିଛନ୍ତି,‘ବିଜେପି ଓ ଆରଏସଏ ସବୁବେଳେ ଦୁର୍ନୀତି ହଟାଇବା କଥା କହୁଛନ୍ତି। ଆମେ ମହାତ୍ମା ଗାନ୍ଧିଙ୍କ ରାସ୍ତାରେ ଚାଲିବା ପାଇଁ […]

Kirti-Azad

Kirti-Azad

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 01:42 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଦୁର୍ନୀତି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରକୁ ଆଙ୍ଗୁଠି ଉଠାଇ ବୁଧବାର ଦଳରୁ ନିଲମ୍ବିତ ହୋଇଥିବା ସାଂସଦ କୀର୍ତ୍ତି ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦଳରୁ ତାଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି।

ଆଜାଦ କହିଛନ୍ତି,‘ବିଜେପି ଓ ଆରଏସଏ ସବୁବେଳେ ଦୁର୍ନୀତି ହଟାଇବା କଥା କହୁଛନ୍ତି। ଆମେ ମହାତ୍ମା ଗାନ୍ଧିଙ୍କ ରାସ୍ତାରେ ଚାଲିବା ପାଇଁ କହୁଛେ। ତେଣୁ ମୁଁ ଆଶା କରୁଛି ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବେ ଏବଂ ଏହାର ଗଭୀରତାକୁ ଯିବେ। ତା’ପରେ ମୁଁ କ’ଣ ଭୁଲ୍ କରିଛି କହିବେ। ମୁଁ ନିର୍ଦ୍ଦିଷ୍ଟ କାରଣ ଚାହେଁ।’

ଏହା ସହିତ ଡିଡିସିଏ ଦୁର୍ନୀତି ନେଇ ସେ ବ୍ୟକ୍ତିଗତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି। ସେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ କିଛି ଲୋକ ଅସୁବିଧାରେ ପଡ଼ିବେ ବୋଲି ଚେତାବନୀ ଦେଇଛନ୍ତି କ୍ରିକେଟରରୁ ରାଜନେତା ହୋଇଥିବା ଆଜାଦ୍।

ଅନ୍ୟପକ୍ଷରେ ଆଜାଦଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ଆଜାଦଙ୍କୁ ଦଳରୁ ନିଲମ୍ବିତ କରିବା ଉପରେ ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story